କେନ୍ଦ୍ରାପଡ଼ା – ମଧୁସାଗର ବିଦ୍ୟାପୀଠରେ ଏକ ନତନ ପାଠାଗାର ନିର୍ମାଣ ପାଇଁ ପୂର୍ବତନ ରାଜ୍ୟସଭା ସାଂସଦ ଏ.ଭି. ସ୍ୱାମୀଙ୍କ ଅନୁଦାନ ପାଣ୍ଠିରୁ ୭୦ ହଜାର ଟଙ୍କା ମିଳିଥିବା ପ୍ରଧାନ ଶିକ୍ଷକ ସୂଚନା ଦେଇଛନ୍ତି । ଏହାସହ କେନ୍ଦ୍ରାପଡା କ୍ରେଡିଟ୍ କୋ- ଅପରେଟିଭ୍ ସୋସାଇଟିର ସଭାପତି ତଥା ବିଜେଡି ରାଜ୍ୟ ସଂପାଦକ ପ୍ରମୋଦ କୁମାର ସାହୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଏକ ଆକ୍ୱାଗାର୍ଡ ପ୍ରଦାନ କରିଥିବା ଜଣାପଡିଛି । ଅନୁÂାନ ପକ୍ଷରୁ ପ୍ରଧାନ ଶିକ୍ଷକ ସୁଧୀର ରଂଜନ ବାରିକ, ନ୍ୟାସ ସଂପାଦକ ଭ୍ରମର ରାଉତ ପୂର୍ବତନ ସାଂସଦ ଶ୍ରୀ ସ୍ୱାମୀ ଓ ଶ୍ରୀ ସାହୁଙ୍କୁ କୃତଜ୍ଞତା ଜଣାଇଛନ୍ତି ।
Related Stories
November 23, 2024