
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଭାରତୀୟ ହକି ପାଇଁ ଆଜି ହେଉଛି ଏକ ସ୍ମରଣୀୟ ଗୌରବମୟ ଦିନ lଟୋକିଓ ଅଲମ୍ପିକରେ ୪୧ ବର୍ଷ ପରେ ବ୍ରୋଞ୍ଜ ପଦକ ସହିତ ଅଲମ୍ପିକରେ ଭାରତୀୟ ହକି ଟିମକୁ ସଫଳତା ମିଳିଥିବାରୁ ପୁରୀ ସଦର ଦତ୍ତତୋଟା,ଜଗନ୍ନାଥ ଲେନ୍ ନିବାସୀ ଡିଜିଟାଲ ଶିଳ୍ପୀ ସୂର୍ଯ୍ୟକାନ୍ତ ଦାସ ଡିଜିଟାଲ ଚିତ୍ର ନିର୍ମାଣ କରି ଅଭିନଵ ଅନ୍ଦାଜରେ ଭାରତୀୟ ହକି ଟିମକୁ ଶୁଭେଚ୍ଛା ଓ ଅଭିନନ୍ଦନ ପ୍ରଦାନ କରିଛନ୍ତି |