ଭୁବନେଶ୍ୱର – ବିଧାୟକମାନଙ୍କ ସୁଖସ୍ୱାଚ୍ଛନ୍ଦ୍ୟ ଗୃହକମିଟିଙ୍କର ଦ୍ୱିତୀୟ ବୈଠକ ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ଆଜି ଅନୁÂିତ ହୋଇଯାଇଛି ।
ବିଧାନସଭା ପ୍ରକୋÂ ନଂ ୫୪ରେ ଅନୁÂିତ ଏହି କମିଟି ବୈଠକରେ କମିଟିର ଭବିଷ୍ୟତ ଯୋଜନା ଓ କାର୍ଯ୍ୟକ୍ରମ ନିର୍ଦ୍ଧାରଣ ସଂପର୍କରେ ଆଲୋଚନା କରାଯାଇଥିଲା ।
ଏହି ବୈଠକରେ ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ, ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ, ଶ୍ରୀମତୀ ମଞ୍ଜୁଳା ସ୍ୱାଇଁ, ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ଡ. ନୃସିଂହ ଚରଣ ସାହୁ, ରାଜେନ୍ଦ୍ର ଢୋଲକିଅ ।, ଡ. ପ୍ରମୋଦ କୁମାର ମଲ୍ଲିକ, କିଶୋର ଚନ୍ଦ୍ର ନାୟକ, ରମେଶ ଚନ୍ଦ୍ର ଜେନା, ପ୍ରଦୀପ କୁମାର ଦିଶାରୀ, ଶ୍ରୀ ରମେଶ ଚନ୍ଦ୍ର ସାଇ, ସୁବାସ ଚନ୍ଦ୍ର ବେହେରା, ସୁଧାଂଶୁ ଶେଖର ପରିଡ଼ା, ଚକ୍ରମଣି କହଁର, ମୌଷଧି ବାଗ୍, ପ୍ରକାଶ ସୋରେନ୍, ଶ୍ରୀ ନାଉରୀ ନାୟକ, ଶ୍ରୀ ସୁଧୀର କୁମାର ସାମଲ,ଅଙ୍ଗଦ କହଁର, ଅଶୋକ କୁମାର ବଳ, ଭାଗୀରଥୀ ସେଠୀ, ପ୍ରକାଶ ଚନ୍ଦ୍ର ମାଝୀ, ଡ. ବୁଧାନ ମୁର୍ମୁ, ଗଣେଶରାମ ସିଂହ ଖୁଂଟିଆ, ଜୟନ୍ତ କୁମାର ଷଡଙ୍ଗୀ, ଅଧିରାଜ ମୋହନ ପାଣିଗ୍ରାହୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏଥିରେ ବିଧାନସଭାର ସଚିବ ଦାଶରଥୀ ଶତପଥୀଙ୍କ ସମେତ ବିଧାନସଭାର ବରିÂ ପଦାଧିକାରୀ ଉପସ୍ଥିତ ଥିଲେ ।