
ଭୁବନେଶ୍ୱର, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଆ ସାମ୍ବାଦିକତା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି ।ସେ ଟ୍ୱିଟ କରି କହିଛନ୍ତି ଯେ – ଓଡ଼ିଶାର ସାମାଜିକ ତଥା ରାଜନୈତିକ ଜୀବନରେ ସାମ୍ବାଦିକ ଓ ସାମ୍ବାଦିକତାର ସ୍ଥାନ ସ୍ୱତନ୍ତ୍ର । ଆଜି ଓଡ଼ିଆ ସାମ୍ବାଦିକତା ଦିବସ ଅବସରରେ ମୋର ସମସ୍ତ ଓଡ଼ିଆ ସାମ୍ବାଦିକ ବନ୍ଧୁ ମାନଙ୍କୁ ଅଭିନନ୍ଦନ ।