
-
ଶେଷ ବର୍ଷ ପିଲା ମାନଙ୍କ ପାଇଁ ହେବ ଅଫଲାଇନ କ୍ଲାସ
ଭୁୁବନେଶ୍ୱର, ଆଗାମୀ ଅଗଷ୍ଟ ଗଷ୍ଟ ୯ରୁ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବ । କେବଳ ଶେଷ ବର୍ଷ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଅଫ ଲାଇନ ଫିଜିକାଲ କ୍ଲାସ ହେବ । ଏ ସମ୍ପର୍କରେ ରାଜ୍ୟ ଦକ୍ଷତା ବିକାଶ ବିଭାଗ ପକ୍ଷରୁ ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନ ମାନଙ୍କୁ ପତ୍ର ଲେଖା ଯାଇଛି ।ଶେଷ ବର୍ଷ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଛାତ୍ରାବାସ ମଧ୍ୟ ଖୋଲିବ । ଏହି ସମୟରେ କୋବିଡ ଗାଇଡଲାଇନକୁ କଡାକଡି ପାଳନ କରା ଯିବାକୁ ନିର୍ଦେଶ ଦିଆ ଯାଇଛି ।