ଭୁବନେଶ୍ୱର – ସରକାରୀ ପ୍ରତିଶ୍ରୁତି ଗୃହକମିଟିଙ୍କର ଚତୁର୍ଥ ବୈଠକ ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ଅଧ୍ୟକ୍ଷତାରେ ଅନୁÂିତ ହୋଇଯାଇଛି ।
ବିଧାନସଭା ପ୍ରକୋÂ ନଂ ୫୩ରେ ଅନୁÂିତ ଏହି କମିଟି ବୈଠକରେ ବିଭିନ୍ନ ବିଭାଗରୁ ଆସିଥିବା ପ୍ରତିଶ୍ରୁତିର ଉତରଗୁଡ଼ିକୁ ତର୍ଜମା କରାଯାଇ ଅନୁମୋଦନ କରାଯାଇଥିଲା ।
ଏହି ବୈଠକରେ ବିଧାୟକ ଶ୍ରୀ ଅନନ୍ତ ଦାସ, ଡ. ନୃସିଂହ ଚରଣ ସାହୁ, ଶ୍ରୀ ସୁକାନ୍ତ କୁମାର ନାୟକ, ଶ୍ରୀ ମକରନ୍ଦ ମୁଦୁଲି ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏଥିରେ ବିଧାନସଭାର ସଚିବ ଶ୍ରୀ ଦାଶରଥୀ ଶତପଥୀଙ୍କ ସମେତ ବିଧାନସଭାର ବରିÂ ପଦାଧିକାରୀ ଉପସ୍ଥିତ ଥିଲେ ।