ଭଦ୍ରକ – ଭଦ୍ରକ ଟାଉନ୍ ଥାନା ଅନ୍ତର୍ଗତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପଢୁଥିବା ୧୦ମ ଶ୍ରେଣୀ ଛାତ୍ରମାନଙ୍କୁ ଲଗାତର ଭାବେ କମେ ମାରୁଥିବା ଅଭିେଯାଗରେ ଟାଉନ୍ ଥାନାରେ ଜଣକୁ ଅଟକ ରଖାଯାଇଛି। ସୂଚନା ଅନୁଯାୟୀ ଭଦ୍ରକ ଗାର୍ଲସ୍ ସ୍କୁଲ ଓ ଶିଶୁମନ୍ଦିରରେ ପଢୁଥିବା ଛାତ୍ରୀମାନଙ୍କୁ ଅଧିକାଂଶ ସମୟରେ କିଛି ଯୁବକ କମେ କରିବା, ଅଶ୍ଳୀଳ ଇଙ୍ଗିତ କରିବା ଓ ପ୍ରେମ ନିବେଦନ କରୁଥିଲେ ରାସ୍ତାଘାଟରେ। ଆଜି ମଠସାହି ଓ ଅସ୍ତଳକୁ ସଂେଯାଗ କରୁଥିବା ପୋଲ ନିକଟରେ ଏଭଳି ଏକ ଘଟଣାକୁ ନେଇ ଅଭିଭାବକ ଓ ଛାତ୍ରୀମାନଙ୍କ ପକ୍ଷରୁ ଏତଲା ଦେଲାପରେ ପୁଲିସ୍ ପକ୍ଷରୁ ତଦନ୍ତ ଆରମ୍ଭ ହୋଇ ସେକ୍ ଆଜାରୁଦ୍ଧିନ୍ ନାମକ ଏକ ଯୁବକକୁ ଅଟକ ରଖାଯାଇଛି।
Related Stories
November 23, 2024