-
ତଦନ୍ତକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି – ସୌମ୍ୟଙ୍କ ବଡ଼ ଭାଇ
ସେହିପରି ଘଟଣା ଘଟିବା ପରେ କ୍ୱାର୍ଟର୍ସର ଚାବି ବିଭାଗ ପାଖରେ କାହିଁକି ରହିଥିଲା । ସୌମ୍ୟଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ମେଡ଼ିକାଲକୁ ନିଆଯାଇଥିଲା । ବ୍ରହ୍ମପୁର ରେଫର୍ ଲେଖାହୋଇ ପୁଣି କଟାଯାଇ କଟକ ପଠାଯିବା ପଛରେ କାରଣ କଣ ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି ।ଆମେ କହୁଥିଲୁ ପତିପତ୍ନୀଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିଲା । ହେଲେ, ସେମାନେ କହୁଥିଲେ ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା । ଏବେ ପଦାକୁ ଆସୁଥିବା ଚିଠିରୁ ପ୍ରମାଣିତ ହେଉଛି କିଏ ସତ କହୁଥିଲା । ବଲାଙ୍ଗିର କଥା କହିଥିଲୁ, ସତ ହେଲା, ତାହେଲେ କିଏ ନେଇକି ଯାଇଥିଲେ । ସେହିପରି ଭୁବନେଶ୍ୱର କାହା ସହ ଯାଇଥିଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ସୌମ୍ୟରଞ୍ଜନଙ୍କ ଭାଇ ।