ମଣିପୁରରେ ୭୭୪ କରୋନାର ନୂଆ ମାମଲା
ଇମ୍ଫାଲ, ମଣିପୁରରେ ଗତ ୨୪ ଘଂଟାରେ ୭୭୪ ନୂଆ କରୋନା ସଂକ୍ରମଣର ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ରାଜ୍ୟରେ ୯,୬୯୩ ସକ୍ରିୟ ମାମଲା ରହିଛି ।