କେନ୍ଦୁଝର – କେନ୍ଦୁଝର ଜିଲ୍ଲାର ତେଲକୋଇ ବ୍ଲକ ସଂର୍କୀତନ ମଣ୍ଡଳି ମହାସଭା ପକ୍ଷରୁ ଅଭିନବ ଢଙ୍ଗରେ ନିଶାନିବାରଣ ଶୋଭଯାତ୍ରା ଅନୁÂିତ ହୋଇଯାଇଛି । ସଂର୍କୀତନ ମାଧ୍ୟମରେ ଓଡିଶାକୁ ନିଶାମୁକ୍ତ କରିବା ପାଇଁ ଶହ ଶହ ମିହିଳା ଓ ପୁରୁଷ ଲୋକଙ୍କୁ ବାର୍ତା ବାଟିଂ ଥିଲେ । ଶୋଭାଯାତ୍ରାଟି ମେଡିକାଲ ଛକରୁ ବାହାରି ବଜାର ପରିକ୍ରମା କରି ତେଲକୋଇ ହାଟତୋଟା ଠାରେ ପହଚିଁ ସଭା କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଏଥିରେ ବିଭିନ୍ନ ପଂଚାୟତରୁ ୧୩୦ ଟି ସଂର୍କୀତନ ଦଳ ଯୋଗଦେଇଥିଲେ । ବହୁ ମହିଳା ସଂର୍କୀତନ ମଣ୍ଡଳିରେ ଶହ ଶହ ମହିଳା ଭାଗ ନେଇଥିଲେ । ନିଶା ମୁକ୍ତ ଓଡିଶା, ସ୍ୱଛ ଭାରତ, ପଲିଥିନି ମୁକ୍ତ ଓଡିଶା ଏବଂ ନାରୀ ଶସକ୍ତି କରଣ କୁ ନେଇ ସେମାନେ ସଂର୍କୀତନ ମାଧ୍ୟମରେ ଲୋକଙ୍କୁ ବାର୍ତା ବାଟିଂଥିଲେ । ସଂର୍କୀତନ ମଣ୍ଡଳୀ ମହାସଭା ପକ୍ଷରୁ ରାଜ୍ୟ ସଭାପତି ରବି ନାରାୟଣ ସ୍ୱାଇିଁ ଓ ସମ୍ପାଦକ ଶିବ ପ୍ରସାଦ ସ୍ୱାଇିଁ ମଧ୍ୟ ଯୋଗ ଦେଇଥିଲେ ।
Related Stories
November 25, 2024