
କର୍ଣାଟକରେ ଗତ ୨୪ ଘଂଟାରେ ୧୮୦୬କରୋନାର ନୂଆ ମାମଲା
ବେଙ୍ଗାଲୁରୁ ,କର୍ଣାଟକରେ ଗତ ୨୪ ଘଂଟାରେ ୧୮୦୬ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୪୨ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୩୧,୩୯୯ ହୋଇଛି ।
ଉତରାଖଣ୍ଡରେ ଗତ ୨୪ ଘଂଟାରେ ୩୯ କରୋନାର ନୂଆ ମାମଲା
ଦେହରାଦୁନ , ଉତରାଖଣ୍ଡରେ ଗତ ୨୪ ଘଂଟାରେ ୩୯ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ଜଣଙ୍କର ହେଲେ ମୃତ୍ୟୁ ଘଟିନାହିିଁ । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୯୮ ହୋଇଛି ।