
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ପୁରୀ ସଦର ବିଧାନ ସଭା ବିଜେପି ସିଂହଦ୍ବାର ମଣ୍ଡଳ ଏବଂ ସରଧାବାଲି ମଣ୍ଡଳର କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାମ ପୁରୀ
ଜିଲ୍ଲା ବିଜେପି ସଭାପତି ଶ୍ରୀଯୁକ୍ତ ଆଶ୍ରିତ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଦୁଇ ମଣ୍ଡଳ ସଭାପତି ଶ୍ରୀଯୁକ୍ତ ରବି ନାରାୟଣ ଦାଶ ଏବଂ ଶ୍ରୀ ସଂଜୀବ କୁମାର ମୁଖାର୍ଜୀଙ୍କ
ଉପସ୍ଥିତିରେ ପୁରୀର ପ୍ରିୟ ବିଧାୟକ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡ଼ଙ୍ଗୀ ଘୋଷଣା କଲେ ଏବଂ ଇତି ଆବସରରେ ଦଳର ସମସ୍ତ ସଦସ୍ୟା କିପରି ସମାଜର ଶେଷ ଧାଡିରେ ରହିଯାଇ ଥିବା ଲୋକଙ୍କ ପାଖରେ ପହଂଚି ପାରିବେ ସେ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଛନ୍ତି।