
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ବ୍ଲକ୍ ତିତିପ ପଞ୍ଚାୟତ ମା ରାମଚଣ୍ଡି ଚିଲିକା ମହିଳା ଉଚ୍ଚ ବିଦ୍ୟାଳୟ ଏବଂ ଅଲଣ୍ଡା ପଞ୍ଚାୟତ ଅଲଣ୍ଡା ଓ ପାଟଣା ଉଚ୍ଚ ବିଦ୍ୟାଳୟ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା। ଏହି କାର୍ଯ୍ୟକ୍ରମରେ କୃଷ୍ଣପ୍ରସାଦ ବ୍ଲକ୍ ବିଜୁ ଜନତା ଦଳ ସଭାପତି ଲକ୍ଷ୍ମୀଧର ସାହୁ,ପୂର୍ବତନ ସଭାପତି କୈଳାସ ପଟ୍ଟନାୟକ,ଜିଲ୍ଲା ପରିଷଦ ସଦସ୍ୟା ପ୍ରଭାତୀ ପ୍ରଧାନ,ବ୍ଲକ୍ ଉପାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା,ତିତିପ ସରପଞ୍ଚ ରମେଶ ଚନ୍ଦ୍ର ମହାପାତ୍ର,ତିତିପ ପଞ୍ଚାୟତ ପୂର୍ବତନ ସମିତି ସଭ୍ୟ କୃଷ୍ଣଚନ୍ଦ୍ର ଜେନା,ସମିତି ସଭ୍ୟ ମନୋଜ କୁମାର ସାହୁ,ପଞ୍ଚାୟତ ସଭାପତି ବାଲୁଙ୍କେଶ୍ୱର ବାରିକ୍,ତିତିପ ଦୁଇ ସାହି ଗ୍ରାମ୍ୟ କମିଟି ସଭାପତି ମନୋହର ଜେନା,ରାମଚଣ୍ଡି ଚିଲିକା ମହିଳା କଲେଜ ଅଧ୍ୟକ୍ଷ ପର୍ଶୁରାମ ତରେଇ, ଅଲଣ୍ଡା ପଞ୍ଚାୟତ ସଭାପତି ଅଜୟ କୁମାର ସାହୁ,ଗ୍ରାମ ସଭାପତି ହରଷ କୁମାର ପଲେଇ, ନେତାଜୀ ସେବା ସଂଘ ସଭାପତି ସଞ୍ଜୟ କୁମାର ସାହୁ, ଯୁବ ନେତା ଅଭୟ କୁମାର ତରେଇ,ବସନ୍ତ କୁମାର ପଲେଇ ଓ ଅଜୟ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।