ବାଲେଶ୍ୱର, ଚିଟଫଣ୍ଡ କମ୍ପାନୀ ଗ୍ରୀନରେ ମାଲିକଙ୍କ ଦୁଇ ଭାଇଙ୍କୁ ଗିରଫ କରିଛି ସିବିଆଇ ଟିମ୍ । ଜଳେଶ୍ୱରରେ ଚଢ଼ଉ କରି ଦୁଇ ଭାଇ ମୀର ଜମିର ଓ କାଲୁଙ୍କୁ ଗିରଫ କରିଛି ସିବିଆଇ ଟିମ୍ ।
ଏଠାରେ ଉଲ୍ଲେଖଯୋଗ୍ୟ, ୨୦୧୨ ରେ ଗ୍ରୀନରେର ମାଲିକ ମୀର ସଇରୁଦ୍ଦିନ ଗିରଫ ହୋଇଥିଲେ । ତଦନ୍ତରେ ତାଙ୍କର ଦୁଇ ଭାଇ ସମ୍ପୃକ୍ତ ଥିବା ଜଣାପଡିବା ପରେ ଉଭୟଙ୍କୁ ଗିରଫ କରାଯାଇଛି ।