
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ପବିତ୍ର ରଥଯାତ୍ରା ର ପାବନ ଅବସରରେ କେଶରିୟା ହିନ୍ଦୁ ବାହିନୀ, ପୁରୀ ଜିଲ୍ଲା ତରଫରୁ ପେଣ୍ଠକଟା ସ୍ଥିତ ସଂସ୍କୃତ ବିଶ୍ୱ ବିଦ୍ୟାଳୟ ମାର୍ଗରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରା ଯାଇଥିଲା | ଉକ୍ତ କାର୍ଯ୍ୟକ୍ରମରେ ସଙ୍ଗଠନର ଜିଲ୍ଲା ସଭାପତି ରାଜେଶ କୁମାର ନନ୍ଦ, ସାଧାରଣ ସମ୍ପାଦକ ଦାଶରଥି ମହାନ୍ତି,ସଂଯୋଜକ ବିସୁଧାନନ୍ଦ ଜେନା, ସଞ୍ଜୟ ଦାସ, ଏନ ବାବୁଲି ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ।