ଭୁବନେଶ୍ୱର – ଭୁବନେଶ୍ୱର ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଦୁଇ ନମ୍ବର ଫାଟକ ପାଖରେ ଥିବା ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ୍ ଏଟିଏମ୍ ରୁ ଲୁଟ୍ ହୋଇଛି । ଦୁର୍ବୃତମାନେ ଏଟିଏମ୍ ମେସିନ୍ ତାଡ଼ି ପକାଇ ଟଙ୍କା ନେଇଯାଇଛନ୍ତି । ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାକୁ ମଧ୍ୟ ସେମାନେ ଭାଙ୍ଗି ଦେଇଛନ୍ତି । ଦୁଇ ଦିନ ତଳେ ଏହି ମେସିମରେ ଟଙ୍କା ଭର୍ତି କରାଯାଇଥିଲା । ଘଟଣାସ୍ଥଳରେ ନନ୍ଦନକାନନ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।
Related Stories
November 23, 2024