ନୂଆଦିଲ୍ଲୀ, ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗଭୀର ଶୋକ ପ୍ରକାଶ କରିଛନ୍ତି ।ସେ କହିଛନ୍ତି ଯେ ବୀରଭଦ୍ର ସିଂହଙ୍କ ବିୟୋଗ ସମ୍ପର୍କରେ ଶୁଣି ସେ ଦୁଃଖିତ । ଛଅ ଦଶକର ରାଜନୈତିକ ଜୀବନରେ ହିମାଚଳ ପ୍ରଦେଶର ଲୋକ ମାନଙ୍କ ପାଇଁ ତାଙ୍କର ପ୍ରତିବଦ୍ଧତା ଥିଲା । ତାଙ୍କ ପରିବାର ଓ ସମର୍ଥକ ମାନଙ୍କ ପ୍ରତି ସମବେଦନା ଜଣାଉଛି ।
Related Stories
November 27, 2024
November 27, 2024