ସାକ୍ଷିଗୋପାଳ, ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଲକରୁ ଗତ ୨୪ ଘଂଟା ମଧ୍ୟରେ ନୂଆ ୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ପଜିଟିଭ୍ ଆସିବା ପରେ ଆକ୍ରାନ୍ତ ଦ୍ୱୟଙ୍କୁ ହୋମ୍ ଆଇସୋଲେସନ ରଖାଯାଇ ଚିକିତ୍ସା କରାଯାଉଛି ।ନୂଆ ଚିହ୍ନଟ ଏହି ଆକ୍ରାନ୍ତ ମାନଙ୍କ ମଧ୍ୟରେ ବୀରରାମଚନ୍ଦ୍ରପୁର ପଚାଂୟତରୁ ଜଣେ ଏବଂ ଦାଶବିଦ୍ୟାଧରପୁର ପଚାଂୟତରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Related Stories
November 22, 2024