ଓଡିଶା କୋବିଡ ଗାଇଡଲାଇନ ନିୟମ ଉଲ୍ଲଂଘନ ମାମଲାରେ ୨୦ ଗିରଫ, ୩୬୪ ବାହନ ଜବତ desk June 26, 2021 ଭୁବନେଶ୍ୱର, ରାଜ୍ୟରେ କୋବିଡ ଗାଇଡଲାଇନ ନିୟମ ଉଲ୍ଲଂଘନ ଅଭିଯୋଗରେ ଓଡିଶା ପୋଲିସ ଗତ ୨୪ ଘଂଟାରେ ୨୦ ଜଣଙ୍କୁ ଗିରଫ ଜବତ କରା ଯାଇଛି । ୩୬୪ ବାହନକୁ ଜବତ କରା ଯାଇଛି । ଏହି ସମୟ ମଧ୍ୟରେ ୧୮,୦୬,୪୦୦ଟଙ୍କା ଜୋରିମାନା ଆଦାୟ କରା ଯାଇଥିବା ରାଜ୍ୟ ପୋଲିସ ଦ୍ୱାରା ଟ୍ୱିଟ କରି ସୂଚନା ଦିଆ ଯାଇଛି । Tags: Odisha Police Continue Reading Previous: ରାଜ୍ୟରେ ଗତ ୨୪ ଘଂଟାରେ କରୋନାରେ ୪୭ ଜଣଙ୍କର ମୃତ୍ୟୁ , ମୋଟ ମୃତ୍ୟୁ ସଂଖ୍ୟା ୩୮୪୮ ହେଲାNext: ରାଜ୍ୟରେ ଗତ ୨୪ ଘଂଟାରେ କରୋନାରେ ୪୭ ଜଣଙ୍କର ମୃତ୍ୟୁ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories Indo Kaling Times 14 December2025 Important news 1 min read ଓଡିଶା Indo Kaling Times 14 December2025 Important news December 14, 2025 ପୁରୀ ବିଚ୍ ମାରାଥନ୍ ୫ମ ସଂସ୍କରଣ ଆୟୋଜିତ, 1 min read ଓଡିଶା ପୁରୀ ବିଚ୍ ମାରାଥନ୍ ୫ମ ସଂସ୍କରଣ ଆୟୋଜିତ, December 14, 2025 ମେଘନାଦ ପ୍ରାଚୀରର ସ୍ଥାୟୀ ସଂରକ୍ଷଣ ପାଇଁ ASI କର୍ତ୍ତୃପକ୍ଷଙ୍କୁ ଚିଠି, 1 min read ଓଡିଶା ମେଘନାଦ ପ୍ରାଚୀରର ସ୍ଥାୟୀ ସଂରକ୍ଷଣ ପାଇଁ ASI କର୍ତ୍ତୃପକ୍ଷଙ୍କୁ ଚିଠି, December 14, 2025