
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଜିଲ୍ଲା ସୂଚନା ଅଧିକାରୀଙ୍କର ଦେବସ୍ନାନ ପୂର୍ଣମୀ ରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ pass ବାଣ୍ଟିବା ଓ (DIPRO)ଗ୍ରୁପ ରୁ ଉଛେଦ ର ମନମୁଖୀ କାର୍ଯ୍ୟକଳାପ କୁ ନେଇ “ସମଗ୍ର ଶ୍ରୀକ୍ଷେତ୍ର”ର ଜିଲ୍ଲାର ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନେ ଜିଲ୍ଲାପାଳ ଙ୍କ ନିକଟରେ ଜିଲ୍ଲା ସୂଚନାଅଧିକାରୀ ଙ୍କ ମନମୁଖୀ କାର୍ଯ୍ୟ କୁ ବିରୋଧ କରି ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରାଯାଇଛି |ଏହି ଦାବିପତ୍ର କୁ ଶ୍ରୀଯୁକ୍ତ ବର୍ମା ଗ୍ରହଣ କରିବା ସହିତ ପୁଙ୍ଖାନୁ ପୁଙ୍ଖ ଆଲୋଚନା କରି ସଠିକ ପଦକ୍ଷେପ ନେବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି |ଏହା ସହିତ” ସମଗ୍ର ଶ୍ରୀକ୍ଷେତ୍ର “ର ପୁରୀଜିଲ୍ଲା ଗଣମାଧ୍ୟମ ଗ୍ରୁପ ରେ ସାମିଲ ହୋଇଥିବାରୁ ଗଣମାଧ୍ୟମ ପ୍ରତିନିଧି ମନେ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି |