ରାଷ୍ଟ୍ରୀୟ ଦିଲ୍ଲୀରେ ଗତ ୨୪ ଘଂଟାରେ ୧୩୪ କରୋନାର ନୂଆ ମାମଲା desk June 23, 2021 ଦିଲ୍ଲୀ, ଦିଲ୍ଲୀରେ ଗତ ୨୪ ଘଂଟାରେ ୧୩୪ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୮ ଜଣଙ୍କର ମୃତ୍ୟୁ ଘଟିଛି । ଦିଲ୍ଲୀ ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୯୧୮ ହୋଇ ଯାଇଛି । ହିମାଚଳରେ ୧୮୮ କରୋନାର ନୂଆ ମାମଲା ସିମଲା, ହିମାଚଳ ପ୍ରଦେଶରେ ଗତ ୨୪ ଘଂଟା ମଧ୍ୟରେ ୧୮୮ ଟି କରୋନାର ନୂଆ ମାମଲା ସାମନାକୁ ଆସିଛି । । ଏହା ସହ ରାଜ୍ୟରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨,୨୭୬ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । Tags: Delhi Continue Reading Previous: ପଂଜାବରେ ଗତ ୨୪ ଘଂଟାରେ ୪୦୯ କରୋନାର ନୂଆ ମାମଲାNext: ଗୋଆରେ ଗତ ୨୪ ଘଂଟାରେ ୩୦୩ କରୋନାର ନୂଆ ମାମଲା Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ମଙ୍ଗଳବାର ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଧ୍ୱଜାରୋହଣ କରିବେ ପିଏମ ମୋଦି 1 min read ରାଷ୍ଟ୍ରୀୟ ମଙ୍ଗଳବାର ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଧ୍ୱଜାରୋହଣ କରିବେ ପିଏମ ମୋଦି November 24, 2025 ଡଲାର ତୁଳନାରେ ଟଙ୍କାର ହ୍ରାସକୁ ନେଇ କେନ୍ଦ୍ରକୁ ଘେରିଲା ଜୟରାମ ରମେଶ ରାଷ୍ଟ୍ରୀୟ ଡଲାର ତୁଳନାରେ ଟଙ୍କାର ହ୍ରାସକୁ ନେଇ କେନ୍ଦ୍ରକୁ ଘେରିଲା ଜୟରାମ ରମେଶ November 24, 2025 ଶସ୍ତ୍ର ଛାଡିବାକୁ ନକ୍ସଲୀ ସଙ୍ଗଠନ ଏମଏମସି ଜୋନର ଘୋଷଣା, ତିନି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାମରେ ଜାରି କଲେ ଲିଫଲେଟ୍ 1 min read ରାଷ୍ଟ୍ରୀୟ ଶସ୍ତ୍ର ଛାଡିବାକୁ ନକ୍ସଲୀ ସଙ୍ଗଠନ ଏମଏମସି ଜୋନର ଘୋଷଣା, ତିନି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାମରେ ଜାରି କଲେ ଲିଫଲେଟ୍ November 24, 2025