Related Stories
November 22, 2024
ମାଲକାନଗିରି , ମାଲକାନଗିରି ଜିଲ୍ଲାର ୭ ଟି ବ୍ଲକ ସହ ବାଲିମେଳା ବିଜ୍ଞାପିତ ଅଞ୍ଚଳ ଓ ମାଲକାନଗିରି ପୌରାଞ୍ଚଳରୁ ଆଜି ନୂତନ ଭାବେ ୫ ୬ ଜଣ କରୋନା ସଂକ୍ରମିତ ଚି଼ହ୍ନଟ ହୋଇଛି !ଏଥିସହ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ 000୩ ରେ ପହଞ୍ଚିଛି!ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 9412 ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି!ଏବେ ଜିଲ୍ଲାରେ ୫ ୫ ୨ ଟି ସକ୍ରିୟ ମାମଲା ରହିଛି!ଜିଲ୍ଲାରେ କାରୋନାରେ ଆକ୍ରାନ୍ତ ମୃତ୍ୟୁ ସଂଖ୍ୟା ୩ ୯ କୁ ବୃଦ୍ଧି ପାଇଛି!ଆଜି ଚି଼ହ୍ନଟ ମାନଙ୍କ ଭିତରୁ ଯେଉଁ ମାନେ ଗୁରୁତର ଅଛନ୍ତି ତାଙ୍କୁ କୋଭିଡ ମେଡିକାଲ କୁ ପଠାଯାଇଥିବାବେଳେ ସାମାନ୍ୟ ଆକ୍ରାନ୍ତଙ୍କୁ ଗୃହ ସଂଗରୋଧରେ ରଖାଯାଇଛି!ମାଲକାନଗିରି ପୌରାଞ୍ଚଳର ୱାର୍ଡ ନମ୍ବର୧ ବିଇଡି କଲେଜ ପରିସର , ୱାର୍ଡ ନମ୍ବର ୫ ଦୁର୍ଗାଗୁଡ଼ି ସାହି, ୱାର୍ଡ ନମ୍ବର ୧ 0 ର ୧ ୧ ୯କଲୋନୀ , ୱାର୍ଡ ନମ୍ବର 14 ଝାଟିମାଟି ସାହି , ୱାର୍ଡ ନମ୍ବର ୧ ୬ ଲାଠିଆଗୁଡା , ୱାର୍ଡ ନମ୍ବର ୧ ୭ ଇଲେକ୍ଟ୍ରି କଲୋନୀ ରୁ ୭ ଜଣ ଚି଼ହ୍ନଟ ହୋଇଛନ୍ତି!ସେହିପରି ମାଲକାନଗିରି ବ୍ଲକର , ଝରାପାଲି, ସେରପାଲି, ବୀର ଲକ୍ଷ୍ମଣପୁର, ତମସା, ତଣ୍ଡିକି ଓ ଚାଲାଣଗୁଡା ପଞ୍ଚାୟତରୁ ୭ ଜଣ! କୋରୁକୋଣ୍ଡା ବ୍ଲକର କୋରୁକୋଣ୍ଡା ପଞ୍ଚାୟତ ରୁ ଜଣେ !ମାଥିଲି ବ୍ଲକର ମହୁପଦର , ନାୟକଗୁଡା, ପାଙ୍ଗାମ ଓ ମାଥିଲି, ପଞ୍ଚାୟତରୁ ରୁ ୬ ଜଣ!ଖଇରପୁଟ ବ୍ଲକର ଗୋବିନ୍ଦପାଲି, ଖଇରପୁଟ,ବଡ଼ଡୁରାଲ, ରାସ ବେଡା, କୁଡୁମୁଲୁଗୁମା, ଓ ପରକନମାଳା ପଞ୍ଚାୟତରୁ ୫ ଜଣ !କାଲିମେଳା ବ୍ଲକ ର କାଲିମେଳା, ଭୁବନପାଲି, ମହାରାଜପାଲି, ପୁସୁଗୁଡା, ଲୁଗେଲ, ଟିଗଲ, ତାଣ୍ଡବାଇ ଓ କୋଇମେଟଲା ପଞ୍ଚାୟତରୁ ୧ ୫ ଜଣ!ପଡିଆ ବ୍ଲକର, ବାପନପାଲି, ଶିମିଳିବାଞ୍ଛା ଓ. ପଡିଆ ପ ଞ୍ଚାୟତରୁ ୭ ଜଣ ! ଚିତ୍ରକୋଣ୍ଡା ବ୍ଲକ ର ଚିତ୍ରକୋଣ୍ଡା ପଞ୍ଚାୟତରୁ ଜଣେ ଏବଂ ବାଲିମେଳା ବିଜ୍ଞାପିତ ଅଞ୍ଚଳର ୱାର୍ଡ ନମ୍ବର ୬ ରୁ ଜଣେ ଚି଼ ହ୍ନଟ ହୋ ଇଛନ୍ତି ! ଚି଼ହ୍ନଟ ସମସ୍ତେ କ୍ଲିନିକାଲ ରିଫେର ପରେ ସଂକ୍ରମିତ ଥିବା ଜଣାପଡିଥିଲା!