ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଆସନ୍ତା କାଲି ଠାରୁ ପୁରୀରେ ୧୪୪ ଧାରା ଜାରୀ ହେବ । ମନ୍ଦିର ଭିତରେ ଓ ବାହାରେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କୌଣସି ସାଧାରଣ ଭକ୍ତ ମହାପ୍ରଭୁଙ୍କୁ ସ୍ନାନ ବେଦିରେ ଦର୍ଶନ କରିପାରିବେ ନାହିଁ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତିକାନ୍ତି ଓ ବ୍ୟବସ୍ଥାବଳୀ ଅନୁଯାୟୀ ସେବାୟତ ମାନେ ସମସ୍ତ ସେବା କାର୍ଯ୍ୟ ଆରମ୍ଭ କରିଛନ୍ତି ।
Related Stories
November 22, 2024