ଓଡିଶା କୋବିଡ ଗାଇଡଲାଇନ ନିୟମ ଉଲ୍ଲଂଘନ ମାମଲାରେ ୨୦ ଗିରଫ, ୩୧୩ ବାହନ ଜବତ desk June 21, 2021 ଭୁବନେଶ୍ୱର, ରାଜ୍ୟରେ କୋବିଡ ଗାଇଡଲାଇନ ନିୟମ ଉଲ୍ଲଂଘନ ଅଭିଯୋଗରେ ଓଡିଶା ପୋଲିସ ଗତ ୨୪ ଘଂଟାରେ ୨୦ ଜଣଙ୍କୁ ଗିରଫ ଜବତ କରା ଯାଇଛି । ୩୧୩ ବାହନକୁ ଜବତ କରା ଯାଇଛି । ଏହି ସମୟ ମଧ୍ୟରେ ୧୮,୬୬,୬୦୦ ଟଙ୍କା ଜୋରିମାନା ଆଦାୟ କରା ଯାଇଥିବା ରାଜ୍ୟ ପୋଲିସ ଦ୍ୱାରା ଟ୍ୱିଟ କରି ସୂଚନା ଦିଆ ଯାଇଛି । Tags: Odisha Police Continue Reading Previous: ଗଞ୍ଜାମ ଜିଲ୍ଲାରେ ନୂଆ ୨୬ କରୋନା ପଜିଟିଭ୍ ଚିହ୍ନଟ, ୩ ମୃତ Next: ରାଜ୍ୟରେ ଗତ ୨୪ ଘଂଟାରେ କରୋନାରେ ୪୩ଜଣଙ୍କର ମୃତ୍ୟୁ , ମୋଟ ମୃତ୍ୟୁ ସଂଖ୍ୟା ୩୬୩୩ ହେଲା Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ଭିନ୍ନକ୍ଷମ ଭୋଟରଙ୍କ ମତଦାନକୁ ସୁଗମ କରିବା ପାଇଁ ନିର୍ଦ୍ଦେଶାବଳୀ ଜାରି କଲେ ନିର୍ବାଚନ ଆୟୋଗ 1 min read ଓଡିଶା ଭିନ୍ନକ୍ଷମ ଭୋଟରଙ୍କ ମତଦାନକୁ ସୁଗମ କରିବା ପାଇଁ ନିର୍ଦ୍ଦେଶାବଳୀ ଜାରି କଲେ ନିର୍ବାଚନ ଆୟୋଗ October 15, 2025 ପ୍ରାଚୀ ଗୁରୁ ଧର୍ମ କ୍ଷେତ୍ରରେ କାର୍ତ୍ତିକ ଅବକାଶ, ଓଡିଶା ପ୍ରାଚୀ ଗୁରୁ ଧର୍ମ କ୍ଷେତ୍ରରେ କାର୍ତ୍ତିକ ଅବକାଶ, October 15, 2025 ଆଜି ଶ୍ରୀବିଗ୍ରହ ଙ୍କ ବନକ ଲାଗି ନୀତି, ଓଡିଶା ଆଜି ଶ୍ରୀବିଗ୍ରହ ଙ୍କ ବନକ ଲାଗି ନୀତି, October 15, 2025