
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ପୁରୀ ସହର ଦତ୍ତତୋଟା ନିବାସୀ ସୂର୍ଯ୍ୟକାନ୍ତ ଦାସ ନିଜର ଭିନ୍ନ ଅନ୍ଦାଜରେ ଭାରତୀୟ ଲିଜେଣ୍ଡାରୀ ରେସର ମିଲଖା ସିଂ ଙ୍କ ଏକ ଡିଜିଟାଲ ଛବି ବନାଇ ଛବି ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ସେ ଡିଜିଟାଲ ଛବି ତିଆରି କରି ମିଲଖା ସିଂ ଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ସହିତ ଏଥିରେ “heartly tribute to flying sikh aka milkha singh” ର ବାର୍ତ୍ତା ଦେଇଛନ୍ତି।