
ମାଲକାନଗିରି , ମାଲକାନଗିରି ଜିଲ୍ଲାର ୭ ଟି ବ୍ଲକ ସହ ବାଲିମେଳା ବିଜ୍ଞାପିତ ଅଞ୍ଚଳ ଓ ମାଲକାନଗିରି ପୌରାଞ୍ଚଳରୁ ଆଜି ନୂତନ ଭାବେ ୩ ୮ ଜଣ କରୋନା ସଂକ୍ରମିତ ଚି଼ହ୍ନଟ ହୋଇଥିବାବେଳେ ଜଣେ ୫ 0ବର୍ଷୀୟ ବୃଦ୍ଧ ଙ୍କ ମୃତ୍ୟୁ ହୋଇଛି !ଏଥିସହ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ୮ ୧ ୮ ରେ ପହଞ୍ଚିଛି!ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୯ ୧ ୮ 0ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି!ଏବେ ଜିଲ୍ଲାରେ ୬ 0୨ ଟି ସକ୍ରିୟ ମାମଲା ରହିଛି!ଜିଲ୍ଲାରେ କାରୋନାରେ ଆକ୍ରାନ୍ତ ମୃତ୍ୟୁ ସଂଖ୍ୟା ୩ ୭ କୁ ବୃଦ୍ଧି ପାଇଛି!ଆଜି ଚି଼ହ୍ନଟ ମାନଙ୍କ ଭିତରୁ ଯେଉଁ ମାନେ ଗୁରୁତର ଅଛନ୍ତି ତାଙ୍କୁ କୋଭିଡ ମେଡିକାଲ କୁ ପଠାଯାଇଥିବାବେଳେ ସାମାନ୍ୟ ଆକ୍ରାନ୍ତଙ୍କୁ ଗୃହ ସଂଗରୋଧରେ ରଖାଯାଇଛି!ମାଲକାନଗିରି ପୌରାଞ୍ଚଳର ୱାର୍ଡ ନମ୍ବର୫ ଜଗନ୍ନାଥ ମନ୍ଦିର ସାହି ଓ ୱାର୍ଡ ନମ୍ବର ୬ ପୁରୁଣା ପୋଷ୍ଟ ଅଫିସ ଲାଇନ ରୁ ୨ ଜଣ ଚି଼ହ୍ନଟ ହୋଇଛନ୍ତି!ସେହିପରି ମାଲକାନଗିରି ବ୍ଲକର ଗୌଡ଼ଗୁଡା, ତମସା, ପାଣ୍ଡ୍ରିପାଣି ଓ ତଣ୍ଡାପାଲି ପଞ୍ଚାୟତରୁ ୮ ଜଣ! କୋରୁକୋଣ୍ଡା ବ୍ଲକର ତାରଲାକୋଟା ପଞ୍ଚାୟତରୁ ଜଣେ !ମାଥିଲି ବ୍ଲକର ଚେଡେଙ୍ଗା ଓ ମାଥିଲି,
ପଞ୍ଚାୟତରୁ ରୁ ୩ ଜଣ!ଖଇରପୁଟ ବ୍ଲକର ଅଣ୍ଡରାହାଲ, ଖଇରପୁଟ, ପୋଡାଘାଟ ଓ କଦମଗୁଡା ପଞ୍ଚାୟତରୁ ୭ ଜଣ !କାଲିମେଳା ବ୍ଲକ ର କାଲିମେଳା, ଭୁବନପାଲି, ମହାରାଜପାଲି, ଲୁଗେଲ , କୋଇମେଟଲା , ଗମ୍ପାକୋଣ୍ଡା, ଓ ତାଣ୍ଡବାଇ ପଞ୍ଚାୟତରୁ ୮ ଜଣ!ପଡିଆ ବ୍ଲକର ଗିରକାନପାଲି ପଞ୍ଚାୟତରୁ ଜଣେ!ଚିତ୍ରକୋଣ୍ଡା ବ୍ଲକ ର ଚିତ୍ରକୋଣ୍ଡା ଓ ଦୋରାଗୁଡା ପଞ୍ଚାୟତରୁ ୬ ଜଣ ଚି଼ ହ୍ନଟ ଏବଂ ବାଲିମେଳା ବିଜ୍ଞାପିତ ଅଞ୍ଚଳର ୱାର୍ଡ ନମ୍ବର ୭ ଓ ୱାର୍ଡ ନମ୍ବର ୫ ରୁ ୨ ଜଣଚି଼ହ୍ନଟ ହୋ ଇଛନ୍ତି ! ଚି଼ହ୍ନଟ ସମସ୍ତେ କ୍ଲିନିକାଲ ରିଫେର ପରେ ସଂକ୍ରମିତ ଥିବା ଜଣାପଡିଥିଲା!