ଓଡିଶା ବାପାକୁ ହାଣି ମାରିଲା ମଦ୍ୟପ ପୁଅ desk June 19, 2021 ବାଲେଶ୍ୱର, ବାପାକୁ ହାଣି ହତ୍ୟା କରିଛି ମଦ୍ୟପ ପୁଅ । ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅନ୍ତର୍ଗତ ପାଇକପଡ଼ା ଗ୍ରାମରେ ଘଟିଯାଇଛି ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡ । ପୋଲିସ ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଘଟଣାରେ ଅଭିଯୁକ୍ତ ପୁଅକୁ ଥାନାରେ ଅଟକ ରଖି ପଚରା ଉଚୁରା ଚଳାଇଛି । Tags: Drunker son murdered his father Continue Reading Previous: ଛାତ୍ରୀଙ୍କ ଅଶ୍ଳିଳ ଫୋଟୋ ଭାଇରାଲ୍ : ଯୁବକ ଗିରଫ Next: ଭଦ୍ରକ ଜିଲ୍ଲାରେ ନୂଆ ୧୩୯ କରୋନା ପଜିଟିଭ୍ ଚିହ୍ନଟ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories କଟକ ରୂପା ତାରକସି ପାଭିଲିଅନ୍ ଉଦଘାଟିତ ଓଡିଶା କଟକ ରୂପା ତାରକସି ପାଭିଲିଅନ୍ ଉଦଘାଟିତ November 6, 2025 ବାଲିଯାତ୍ରାରେ ବୟନିକା ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର ହସ୍ତତନ୍ତ ମେଳା ଉଦଘାଟିତ ଓଡିଶା ବାଲିଯାତ୍ରାରେ ବୟନିକା ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର ହସ୍ତତନ୍ତ ମେଳା ଉଦଘାଟିତ November 6, 2025 ନିର୍ବାଚନ ସମ୍ପର୍କିତ ସଚେତନତା ପାଇଁ ବୁଥ ସ୍ତରୀୟ ଅଧିକାରୀଙ୍କ ଦ୍ୱାରା ନୂଆପଡାରେ ଭୋଟର ସୂଚନା ପତ୍ର ଓ ଭୋଟର ମାର୍ଗ ଦର୍ଶିକା ପୁସ୍ତିକାର ବିତରଣ 1 min read ଓଡିଶା ନିର୍ବାଚନ ସମ୍ପର୍କିତ ସଚେତନତା ପାଇଁ ବୁଥ ସ୍ତରୀୟ ଅଧିକାରୀଙ୍କ ଦ୍ୱାରା ନୂଆପଡାରେ ଭୋଟର ସୂଚନା ପତ୍ର ଓ ଭୋଟର ମାର୍ଗ ଦର୍ଶିକା ପୁସ୍ତିକାର ବିତରଣ November 6, 2025