

ଆରଏସଏସର ତୃତୀୟ ସରସଂଘଚାଳକ ବାଲାସାହେବ ଦେଓରସଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଂଜଳି ଜଣାଇଲେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ
ଭୁବନେଶ୍ୱର, ଆରଏସଏସର ତୃତୀୟ ସରସଂଘଚାଳକ ବାଲାସାହେବ ଦେଓରସଙ୍କ ପୁଣ୍ୟତିଥିରେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଶ୍ରଦ୍ଧାଂଜଳି ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ ସାମାଜିକ ସମରସତାର ପୁରୋଧା ଓ ଗରୀବ- ବଂଚିତଙ୍କ ଉତଥାନ ପାଇଁ ଜୀବନ ସମର୍ପିତ କରିଥିବା ମହାନ ବିଚାରକ ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ତୃତୀୟ ସରସଂଘଚାଳକ ମଧୁକର ଦତାତ୍ରେୟ ଦେଓରସଙ୍କ ପୁଣ୍ୟତିଥିରେ ବିନମ୍ର ଶ୍ରଦ୍ଧାଂଜଳି । ଶ୍ରୀ ଦେଓରସଜୀଙ୍କର ବିଚାର ଓ ଆଦର୍ଶ ସବୁୂବେଳେ ଅମର ହୋଇ ରହିବ ।