
ଭୁବନେଶ୍ୱର, କରୋନା ସଂକ୍ରମଣ ପାଇଁ ଏମସ୍ ର ପିଜି କମନ ପ୍ରବେଶିକା ପରୀକ୍ଷାକୁ ଘୁଂଚାଇ ଦିଆଯାଇଛି । ଏହହି ପ୍ରବେଶିକା ପରୀକ୍ଷା ଆସନ୍ତା ଜୁନ୍ ୧୬ରୁ ୨୧ ଯାଏଁ ହେବାକୁ ଥିଲା । ତେବେ ପରବର୍ତୀ ସମୟରେ ପରୀକ୍ଷା କେବେ ହେବ, ପରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଭୁବନେଶ୍ୱର ଏମସ୍ ରେଜିଷ୍ଟ୍ରାର ସୂଚନା ଦେଇଛନ୍ତି ।