
ଆପଣଙ୍କ ସେବାରେ” ଅନୁଷ୍ଠାନ ତରଫରୁ ସ୍ୱାନ ମାନଙ୍କୁ ରନ୍ଧନ ଖାଦ୍ୟ, ଗୋମାତା ଙ୍କୁ ଗୋଖାଦ୍ୟ ଓ ଘାସ ,ବାନର ମାନଙ୍କୁ ସୋଲା, ବିସ୍କୁଟ, ଏବଂ ସର୍ବୋପରି ଯେଉଁମାନେ କୋବିଡ଼ ଦ୍ୱାରା ନିଜର ଆୟ ହରାଇଛନ୍ତି ,ଯେପରିକି ମନ୍ଦିର ବନ୍ଦ ଥିବା ଯୋଗୁଁ ବ୍ରାହ୍ମଣ ଦେବତା ମାନେ ଅସୁବିଧା ରେ ଅଛନ୍ତି,ସେହିପରି କିନ୍ନର ମାନେ, ଏସମସ୍ତଙ୍କୁ ରନ୍ଧନ ସାମଗ୍ରୀ ଓ ବିସ୍କୁଟ, ମାସ୍କ, ସାନିଟାଇଜେର ଇତ୍ୟାଦିପ୍ରଦାନ କରାଯାଉଛି।
ଆମ ସହିତ ଆମର ମିତ୍ର ଅନୁଷ୍ଠାନ “ନାରାୟଣ ଚାରିଟେବୁଲ ଟ୍ରଷ୍ଟ” ର ମିଳିତ ସହଯୋଗିତା ରେ ଅନ୍ଧ, ଦିବ୍ୟାଙ୍ଗଓ କ୍ୟାନସର ଭଳି ଦୁରାରୋଗ ରେ ପୀଡିତ ବନ୍ଧୁ ଭାଇ ଭଉଣୀ ମାନଙ୍କୁ ରନ୍ଧନ ନିମନ୍ତେ ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଥିଲା।ଏହି ସମସ୍ତ କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ସେବକ ସେବିକା ମାନେ ନିଷ୍ଠା ର ସହ କରିଆସୁଅଛନ୍ତି।
ସେମାନେହେଲେ ଜିତେନ୍ଦ୍ର ମହାପାତ୍ର, ମନୋଜ ରଥ, ଜଗଦୀଶ ପ୍ରଧାନ ,ଦେବେନ୍ଦ୍ର ମହାରଣା, ବିଜୟ କୃଷ୍ଣ ବ୍ରହ୍ମ!,ବିନୋଦ ସେନାପତି, ମନୋଜ ମିଶ୍ର, ଅବିନାଶ ମିଶ୍ର,ବିରଞ୍ଚି ମିଶ୍ର, କୃଷ୍ଣ ଚନ୍ଦ୍ର ମିଶ୍ର, ବିରଞ୍ଚି ତ୍ରିପାଠୀ, ଶିବ ପ୍ରସାଦ ରଥ, ଲକ୍ଷ୍ମୀପ୍ରିୟା ସାହୁ, ମଧୁସୂଦନ ଗଡନାୟକ, ହରିହର ସାମନ୍ତ, ସତ୍ୟଜିତ ସ୍ୱାଇଁ, ଲକ୍ଷ୍ମୀମହାରଣା, ମିତା ବାରିକ, ସନ୍ଧ୍ୟା ରାଣୀ ସେଠି, ଅର୍ଚନା ରଥ, ଶଶାଙ୍କ ପ୍ରଧାନ, ଚିତ୍ତରଞ୍ଜନ ବିଶ୍ୱାଳ,ସନ୍ଦୀପ କର୍ମକାର,ସୌମ୍ୟଶ୍ରୀ ଆଶୀର୍ବାଦ, କୃଷ୍ଣଚନ୍ଦ୍ର ଦାସ,କୃଷ୍ଣ ନାରାୟଣ ମିଶ୍ର ,ଶ୍ୟାମସୁନ୍ଦର ମହାପାତ୍ର,ଗୌରବ ପାସୋରିଆ ଓ ରବିନା ପଣ୍ଡା ପ୍ରମୁଖ।