
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଶନିବାର ଦୁଇପହର ୨ଟା ସମୟରେ ସମ ଜଗନ୍ନାଥ କୋଭିଡ ହସ୍ପିଟାଲ ଠାରେ ପହଞ୍ଚି ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା କୋଭିଡ଼ରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା କୃଷ୍ଣ ପ୍ରସାଦ ବ୍ଲକ ନୂଆପଡା ପଞ୍ଚାୟତ ଜଂହିକୁଦ ଗାଁର ରାମଚନ୍ଦ୍ର ମହାନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଚିକିତ୍ସା କରୁଥିବା ମେଡିକାଲ ଟିମ ସହ ଆଲୋଚନା କରିଛନ୍ତି।