

Related Stories
October 18, 2025
ମାଲକାନଗିରି, ମାଲକାନଗିରି ଜିଲ୍ଲାର ୭ ଟି ବ୍ଲକ ସହ ବାଲିମେଳା ବିଜ୍ଞାପିତ ଅଞ୍ଚଳ ଓ ମାଲକାନଗିରି ପୌରାଞ୍ଚଳରୁ ଆଜି ନୂତନ ଭାବେ ୫ ୮ ଜଣ କରୋନା ସଂକ୍ରମିତ ଚି଼ହ୍ନଟ ହୋଇଛନ୍ତି!ଏଥିସହ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ୨ ୯ ୫ ରେ ପହଞ୍ଚିଛି!ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 8412ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି!ଏବେ ଜିଲ୍ଲାରେ 849 ଟି ସକ୍ରିୟ ମାମଲା ରହିଛି!ଜିଲ୍ଲାରେ କାରୋନାରେ ଆକ୍ରାନ୍ତ ହୋଇ 34ଜଣଙ୍କ ମୃତ୍ୟୁ ହୋଇଛି!ଆଜି ଚି଼ହ୍ନଟ ମାନଙ୍କ ଭିତରୁ ଯେଉଁ ମାନେ ଗୁରୁତର ଅଛନ୍ତି ତାଙ୍କୁ କୋଭିଡ ମେଡିକାଲ କୁ ପଠାଯାଇଥିବାବେଳେ ସାମାନ୍ୟ ଆକ୍ରାନ୍ତଙ୍କୁ ଗୃହ ସଂଗରୋଧରେ ରଖାଯାଇଛି!ମାଲକାନଗିରି ପୌରାଞ୍ଚଳରଚିଦାନନ୍ଦ ସାହି, ନାକଟିମା ମନ୍ଦିର ଲାଇନ, ଦୁର୍ଗାଗୁଡ଼ି ସାହି, ହାଇଟେକ କଲୋନୀ,ରିକଲ୍ଲାମେଶନକଲୋନୀ ଓ ବୁଟିଗୁଡା ରୁ ୯ ଜଣ ଚି଼ହ୍ନଟ ହୋଇଛନ୍ତି!ସେହିପରି ମାଲକାନଗିରି ବ୍ଲକର , ପଦ୍ମଗିରି, ଗୌଡ଼ଗୁଡା, ଗଙ୍ଗଲା, ପାଣ୍ଡ୍ରିପାଣି, ପେଡାକୋଣ୍ଡା, ପେଦା ବାଡା ତଣ୍ଡାପାଲି ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟ ରୁ ୧ ୩ ଜଣ! କୋରୁକୋଣ୍ଡା ବ୍ଲକ ସୋମନାଥପୁର, ପୁରୁଣା ଚିମଟା ପାଲି, କୋରୁକୋଣ୍ଡା ଓ ପୋଟ୍ରେ ଲ ପଞ୍ଚାୟତରୁ ୭ ଜଣ!ମାଥିଲି ବ୍ଲକର ଭଣ୍ଡାରିପାଙ୍ଗମ, ଦଳପତିଗୁଡା, ନାୟକଗୁଡା, ଟେମୁରୁପାଲି ଓ ମାଥିଲି ପଞ୍ଚାୟତରୁ ୭ ଜଣ!ଖଇରପୁଟ ବ୍ଲକର ଗୋବିନ୍ଦ ପାଲି, ରାସବେଡା, କୁଡୁମୁଲୁଗୁମା, ପୋଡାଘାଟ ଓ ଖଇରପୁଟ ପଞ୍ଚାୟତରୁ ୭ ଜଣ!କାଲିମେଳା ବ୍ଲକ ଚିତ୍ରାଙ୍ଗପାଲି, କୋଇମେଟଲା, ମହାରାଜପାଲି, କାଲିମେଳା ଓ କାଙ୍ଗୁରୁକୋଣ୍ଡା ପଞ୍ଚାୟତରୁ ୬ ଜଣ!ପଡିଆ ବ୍ଲକର କାଲ ଦାପାଲି, ମାଟେରୁ, ପଡିଆ, ବାପନପାଲି ଓ ଉଣ୍ଡରୁକୋଣ୍ଡାପଞ୍ଚାୟତରୁ ୮ ଜଣ ଏବଂ ଚିତ୍ରକୋଣ୍ଡା ବ୍ଲକ ନୂଆଗୁଡା ପଞ୍ଚାୟତରୁ ଜଣେ ଚି଼ହ୍ନଟ ହୋଇଛି!ଆଜି ଚି଼ହ୍ନଟ ସମସ୍ତେ କ୍ଲିନିକାଲ ରିଫେର ପରେ ସଂକ୍ରମିତ ଥିବା ଜଣାପଡିଥିଲା!