ଓଡିଶା ବାଘ ଛାଲ, ହାଡ ଓ ବନ୍ଧୁକ ଜବତ : ଶିକାରୀ ଗିରଫ desk June 10, 2021 କନ୍ଧମାଳ, କନ୍ଧମାଳ ଜିଲ୍ଲା ସୁଡ୍ରୁକୁମ୍ପା ବନାଚଂଳ ଅନ୍ତର୍ଗତ କୁଟିବାରି ଅଂଚଳର ଜଣେ ଶିକାରୀ ନିକଟରୁ ବାଘ ଛାଲ, ହାଡ ଓ ଶିକାରରେ ବ୍ୟବହୃତ ବନ୍ଧୁକ, ଗନ୍ ପାଉଡର, ଗୁଳି, ଟାଙ୍ଗିଆ ଆଦି ସାମଗ୍ରୀ ଜବତ କରିଛି ବନ ବିଭାଗ । ଘଟଣାରେ ସମ୍ପୃକ୍ତ ଶିକାରୀକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । Tags: Gun with tiger skin seized : hunter arrest Continue Reading Previous: ଲୁହାପଥର ଟ୍ରକ ଧକ୍କାରେ ସ୍କୁଲ ଛାତ୍ର ମୃତNext: ଟ୍ରକ୍ ଧକ୍କାରେ ନାବାଳକର ମୃତ୍ୟୁ : ରାଜପଥ ଅବରୋଧ କଲେ ଉତ୍ୟେକ୍ତ ଲୋକେ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories Indo Kaling Times 16 December2025 Important news 1 min read ଓଡିଶା Indo Kaling Times 16 December2025 Important news December 16, 2025 ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ : ୧୦ ଦିନ ମଧ୍ୟରେ ପ୍ରାୟ ୫ କୋଟି ଟଙ୍କାର ବ୍ୟବସାୟ 1 min read ଓଡିଶା ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ : ୧୦ ଦିନ ମଧ୍ୟରେ ପ୍ରାୟ ୫ କୋଟି ଟଙ୍କାର ବ୍ୟବସାୟ December 16, 2025 ଓଡ଼ିଶା ଫାର୍ମା ସମ୍ମିଳନୀ ୨୦୨୫ 1 min read ଓଡିଶା ଓଡ଼ିଶା ଫାର୍ମା ସମ୍ମିଳନୀ ୨୦୨୫ December 16, 2025