ରାଷ୍ଟ୍ରୀୟ ଶ୍ରୀ ଅନୁପ ଚନ୍ଦ୍ର ପାଣ୍ଡେଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦେଲେ ରାଷ୍ଟ୍ରପତି desk June 9, 2021 ନୂଆଦିଲ୍ଲୀ, ଶ୍ରୀ ଅନୁପ ଚନ୍ଦ୍ର ପାଣ୍ଡେ, ଆଇଏଏସ୍ (ଅବସରପ୍ରାପ୍ତ) (ଉତର ପ୍ରଦେଶ: ୧୯୮୪) ଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦେଇଛନ୍ତି ଭାରତର ରାଷ୍ଟ୍ରପତି । କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । Tags: Anoop Pandey Continue Reading Previous: କରୋନାରେ ଦେଶରେ ଗତ ୨୪ ଘଂଟାରେ ୯୨,୫୯୬ ନୂଆ ମାମଲା Next: କାନପୁର ସଡକ ଦୁର୍ଘଟଣା ମୃତ୍ୟୁ ନେଇ ପ୍ରଧାନମନ୍ତ୍ରୀଙ୍କ ଶୋକ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ମହାରାଷ୍ଟ୍ରର ନାନ୍ଦେଡ ଜିଲ୍ଲାରେ ମୂଷଳଧାରରେ ବର୍ଷା ଯୋଗୁ ଆସିଥିବା ବନ୍ୟାରେ ଫସିଲେ 225 ନାଗରିକ, ରେସକ୍ୟୁ ଅଭିଯାନ ଜାରି ରାଷ୍ଟ୍ରୀୟ ମହାରାଷ୍ଟ୍ରର ନାନ୍ଦେଡ ଜିଲ୍ଲାରେ ମୂଷଳଧାରରେ ବର୍ଷା ଯୋଗୁ ଆସିଥିବା ବନ୍ୟାରେ ଫସିଲେ 225 ନାଗରିକ, ରେସକ୍ୟୁ ଅଭିଯାନ ଜାରି August 18, 2025 ମହାରାଷ୍ଟ୍ରର ମୁମ୍ବାଇ ଏବଂ ଥାଣେ ପାଇଁ ଅରେଞ୍ଜ ଆଲର୍ଟ, ରେଳ ସେବା ପ୍ରଭାବିତ ରାଷ୍ଟ୍ରୀୟ ମହାରାଷ୍ଟ୍ରର ମୁମ୍ବାଇ ଏବଂ ଥାଣେ ପାଇଁ ଅରେଞ୍ଜ ଆଲର୍ଟ, ରେଳ ସେବା ପ୍ରଭାବିତ August 18, 2025 ବେଙ୍ଗାଲୁରୁରେ ଚାରି ମହଲା ବିଲ୍ଡିଂରେ ନିଆଁ ଲାଗିବା କାରଣରୁ 5ଜଣ ଲୋକଙ୍କ ମୃତ୍ୟୁ 1 min read ରାଷ୍ଟ୍ରୀୟ ବେଙ୍ଗାଲୁରୁରେ ଚାରି ମହଲା ବିଲ୍ଡିଂରେ ନିଆଁ ଲାଗିବା କାରଣରୁ 5ଜଣ ଲୋକଙ୍କ ମୃତ୍ୟୁ August 16, 2025