ମାଲକାନଗିରି,ମାଲକାନଗିରି ଜିଲ୍ଲା କୋଭିଡ ମେଡିକାଲ ରେ କାରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସା ହେଉଥିବା ଜଣେ ୧ ୯ ବର୍ଷୀୟ ଯୁବକ ର ଆଜି ସକାଳୁ ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି!ଏଥିସହ ଜିଲ୍ଳାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 34ରେ ପହଞ୍ଚି!
Related Stories
November 24, 2024
November 24, 2024