
ମାଲକାନଗିରି , ମାଲକାନଗିରି ଜିଲ୍ଳାରେ ଗତ କିଛି ଦିନ ହେଲାଣି ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ଵୃଦ୍ଧି ପାଇବାରେ ଲାଗିଛି! ଜିଲାରେ ଆଜି ପୁଣି ୧ 0୭ ଜଣ ସଂକ୍ରମିତ ଚି଼ହ୍ନଟ ହୋଇଛନ୍ତି!ଏଥିସହ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ୯ ୫ ୨ ରେ ପହଞ୍ଚିଛି!ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୭ ୯ ୮ ୩ ଜଣ ଆରୋଗ୍ୟ ଲାଭ କଲେଣି!ଜିଲ୍ଲାରେ ଏବେ ସକ୍ରିୟ ମାମଲା ୯ ୩ ୬ ଥିବାବେଳେ ମୃତ୍ୟ ସଂଖ୍ୟା ୩ ୩ କୁ ଵୃଦ୍ଧି ପାଇଛି !ଆଜି ଚି଼ହ୍ନଟ ସଂକ୍ରମିତ ମାନଙ୍କ ଭିତରୁ ଗୁରୁତର ଙ୍କୁ କୋଭିଡ ମେଡିକାଲକୁ ନିଆଯାଇଛି!ସାମାନ୍ୟ ଆକ୍ରାନ୍ତ ମାନେ ଗୃହ ସଂଗରୋଧରେ ରହି ଚିକିତ୍ସା ହେଉଛନ୍ତି!ମାଲକାନଗିରି ପୌରାଞ୍ଚଳ ର , ଦୁର୍ଗାଗୁଡ଼ି ସାହି, ଏମଭି ୨ , ଏ ଜ୍ୟୁକେସନ କଲୋନୀ, ପୁରୁଣା ପୋଷ୍ଟ ଅଫିସ ଲାଇନ, କୁମୁଟିଗୁଡା, ଆଶ୍ରିବାଦ କଲୋନୀ,ବୁଟିଗୁଡା , ହାଇଟେକ କଲୋନୀ, ଲାଠିଆଗୁଡା, ବିଏସ ଏଫ କ୍ୟାମ୍ପ, ତଳସାହି, ଧୋବାସାହି,ସାଇ ମନ୍ଦିର ନିକଟ, ଝାଟିମାଟି କଲୋନୀ ଓ ଡ଼ି ଏନ କେ ଛକ ରୁ ୨ ୨ ଜଣ ସଂକ୍ରମିତ ଚି଼ହ୍ନଟ ହୋଇଛନ୍ତି!ସେହିପରି ମାଲକାନଗିରି ବ୍ଲକର ପଦ୍ମଗିର, ତମସା, ଚାଲାଣ ଗୁଡା, ପେଡାକୋଣ୍ଡା,ଝରାପାଲି, ସେରପାଲି,ତଣ୍ଡାପାଲିଓ ସିନ୍ଦ୍ରି ମାଳ ପଞ୍ଚାୟତରୁ 14 ଜଣ !କୋରୁକୋଣ୍ଡା ବ୍ଲକର, କୋରୁକୋଣ୍ଡା, ମାରିବାଡା, ସୋମନାଥପୁର ଓ ତାରଲା କୋଟା ପଞ୍ଚାୟତରୁ ୭ ଜଣ!ମାଥିଲି ବ୍ଲକର ମାଥିଲି, ଆମ୍ବାଗୁଡା, ଭେଜାଗୁଡା ଓ ପାଙ୍ଗାମ ପଞ୍ଚାୟତରୁ ୧ 0ଜଣ! ! ଖ ଇରପୁଟ ବ୍ଲକରକୁଡୁମୁଲୁଗୁମା, ଗୋବିନ୍ଦପାଲି, ଖଇରପୁଟ, ଓ ରାସବେଡା ପ ଞ୍ଚାୟତରୁ ୯ ଜଣ!କାଲିମେଳା ବ୍ଲକର ,ଚିତ୍ରାଙ୍ଗପାଲି, କାଲିମେଳା, ମହାରାଜପାଲି, ବଦଲି, ଭେଜାଙ୍ଗିବାଡା, ଲୁଗେଲ, ମାଲାବରମ, ମାନ୍ଦାପାଲି, ନାଲାଗୁଣ୍ଠି, ଭେଙ୍କେଟ ପାଲମ ଓ ଟିଗଲ ପଞ୍ଚାୟତରୁ ୨ 0 ଜଣ !ପଡିଆ ବ୍ଲକର ପଡିଆ. ମାଟେରୁ, ବାପାନପାଲି, କାଳଦାପାଲି, ଉଣ୍ଡରୁକୋଣ୍ଡା,ଓ ଶି ମିଳିବାଞ୍ଛା ପଞ୍ଚାୟତ ରୁ୧ ୬ ଜ ଣ!ଚିତ୍ରକୋଣ୍ଡା ବ୍ଲକର ବଡ଼ ପଡା ଓ ଚିତ୍ରକୋଣ୍ଡା ପଞ୍ଚାୟତରୁ ୮ ଜଣ ଏବଂ ବାଲିମେଳା ବିଜ୍ଞାପିତ ଅଞ୍ଚଳର ୱାର୍ଡ ନମ୍ବର ୫ ରୁ ଜଣେ ଚି ହ୍ନଟ ହୋଇଛନ୍ତି! ଆଜି ଚି଼ହ୍ନଟ ମାନଙ୍କ ମଧ୍ୟରେ ୨ ଜଣକରୋନା ଯୋଦ୍ଧା ଅଛନ୍ତି! ଚି ହ୍ନ ଟ ମାନେ କ୍ଲିନିକା ଲ ରେଫର ପରେ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଥିଲା!