Related Stories
November 22, 2024
ମାଲକାନଗିରି , ମାଲକାନଗିରି ଜିଲ୍ଳାରେ ଗତ କିଛି ଦିନ ହେଲାଣି ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ଵୃଦ୍ଧି ପାଇବାରେ ଲାଗିଛି! ଜିଲାରେ ଆଜି ପୁଣି ୯ ୫ ଜଣ ସଂକ୍ରମିତ ଚି଼ହ୍ନଟ ହୋଇଛନ୍ତି!ଏଥିସହ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 8845ରେ ପହଞ୍ଚିଛି!ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୭ ୮ ୮ ୩ ଜଣ ଆରୋଗ୍ୟ ଲାଭ କଲେଣି!ଜିଲ୍ଲାରେ ଏବେ ସକ୍ରିୟ ମାମଲା ୯ ୩ 0 ଥିବାବେଳେ ମୃତ୍ୟ ସଂଖ୍ୟା ୩ ୨ କୁ ଵୃଦ୍ଧି ପାଇଛି !ଆଜି ଚି଼ହ୍ନଟ ସଂକ୍ରମିତ ମାନଙ୍କ ଭିତରୁ ଗୁରୁତର ଙ୍କୁ କୋଭିଡ ମେଡିକାଲକୁ ନିଆଯାଇଛି!ସାମାନ୍ୟ ଆକ୍ରାନ୍ତ ମାନେ ଗୃହ ସଂଗରୋଧରେ ରହି ଚିକିତ୍ସା ହେଉଛନ୍ତି!ମାଲକାନଗିରି ପୌରାଞ୍ଚଳ ର , ଦୁର୍ଗାଗୁଡ଼ି ସାହି, ଏମଭି ୨ , ରିକଲ୍ଲାମେଶନ କଲୋନୀ, ଏ ଜ୍ୟୁକେସନ କଲୋନୀ, ପୁରୁଣା ମେଡିକାଲ କଲୋନୀ, କୁମୁଟିଗୁଡା, ଜୟପୁରିୟାଗୁଡା, ବୁଟିଗୁଡା, ଝାଟିମାଟି, ଟେକବାଡ ସାହି, ହାଇଟେକ କଲୋନୀ, କୁମୁଟିଗୁଡା, ପୌରାଞ୍ଚଳ କାର୍ଯ୍ୟାଳୟ ନିକଟ ଓ ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ ନିକଟରୁ ରୁ ୧ ୭ ଜଣ ସଂକ୍ରମିତ ଚି଼ହ୍ନଟ ହୋଇଛନ୍ତି!ସେହିପରି ମାଲକାନଗିରି ବ୍ଲକର ଗୌଡ଼ ଗୁଡା,ପଦ୍ମଗିର, ତମସା, ଚାଲାଣ ଗୁଡା, ଉଡୁପା, ପେଡାକୋଣ୍ଡା, ଗଙ୍ଗଲା, ବ୍ଲକ କାର୍ଯ୍ୟାଳୟ ଓ ତଣ୍ଡାପାଲି, ପଞ୍ଚାୟତରୁ ୨ ୬ ଜଣ !କୋରୁକୋଣ୍ଡା ବ୍ଲକର, ଚିତାପାରୀ, କୋରୁକୋଣ୍ଡା, ନୀଳାକାମ୍ବେରୁ, ପୋଟରେଲ ଓ ତାରଲା କୋଟା ପଞ୍ଚାୟତରୁ ୭ ଜଣ!ମାଥିଲି ବ୍ଲକର ମାଥିଲି, ମେକା ଓ ଧୁଙ୍ଗିଆ ପୁଟ ପଞ୍ଚାୟତରୁ ୮ ଜଣ! ! ଖ ଇରପୁଟ ବ୍ଲକରକୁଡୁମୁଲୁଗୁମା, କଦମଗୁଡା, ଗୋବିନ୍ଦପାଲି, ଖଇରପୁଟ, ମୁଦୁଲିପଡ଼ା ଓ ପରକନମାଳା ପ ଞ୍ଚାୟତରୁ ୧ ୧ ଜଣ!କାଲିମେଳା ବ୍ଲକର ,ଚିତ୍ରାଙ୍ଗପାଲି, ବଡି ଗାଟା,କାଲିମେଳା, ମାନ୍ୟମକୋଣ୍ଡା ମହାରାଜପାଲି ଓ ଟିଗଲ ପଞ୍ଚାୟତରୁ ୧ ୧ ଜଣ !ପଡିଆ ବ୍ଲକର ପଡିଆ. ଓ ଶି ମିଳିବାଞ୍ଛା ପଞ୍ଚାୟତ ରୁ ୮ ଜଣ!ଚିତ୍ରକୋଣ୍ଡା ବ୍ଲକର ଟନେଲକ୍ୟାମ୍ପ, ଦୋରାଗୁଡା ଓ ଚିତ୍ରକୋଣ୍ଡା ପଞ୍ଚାୟତରୁ ୬ ଜଣ ଏବଂ ବାଲିମେଳା ବିଜ୍ଞାପିତ ଅଞ୍ଚଳର ୱାର୍ଡ ନମ୍ବର ୨ ରୁ ଜଣେ ଚି ହ୍ନଟ ହୋଇଛନ୍ତି! ଚି ହ୍ନଟ ମାନେ କ୍ଲିନିକା ଲ ରେଫର ପରେ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଥିଲା!