ଆଜି ବିଶ୍ଵ ପରିବେଶ ଦିବସ ଥିବାବେଳେ ଓ Covid-19 ସମୟରେ ସପ୍ତାହନ୍ତ ସଟଡାଉନ ଥିବାରୁ ପୁରୀର ଦୁଇଟି ଅନୁଷ୍ଠାନ(ସେବାହିଁ ପରମୋଧର୍ମ ଓ ପୁରୀ ସ୍ବେଛାସେବି ଅନୁଷ୍ଠାନର ମିଳିତ ଉଦ୍ୟମରେ ଆଜି ବିଭିନ୍ନ ଜାଗାରେ ଲୋକଙ୍କ ମୁହଁରେ ରେ ହସ ଫୁଟାଇବା ସହ ଲୋକଙ୍କ ପେଟରେ ଦାନା ମୁଠେ ଦେଇ ଲୋକଙ୍କ ଅସୁବିଧାକୁ ନିଜ ର ଅସୁବିଧା ଓ ସମସ୍ତ ଟ୍ରାଫିକ ପୁଲିସ,ହୋମ୍ ଗାର୍ଡ ମାନଙ୍କୁ covid ଯୋଦ୍ଧା ହୋଇ ସୁଚାରରୂପେ କାର୍ଯ୍ୟ କରୁଥିବାରୁ ପାନୀୟଜଳ ଥଣ୍ଡା ବଣ୍ଟନ କରାଗଲା |
ଏ ନେଇ ସଭାପତି ଦେବାଶିଷ ଦଇତାପତି(ପୁରୀ ସ୍ବେଛାସେବୀ ଅନୁଷ୍ଠାନ) ସଭାପତି ବାପିନା ସାମନ୍ତରାୟ(ସେବା ହିଁ ପରମଧର୍ମ), ଯୁବ ସମାଜସେବୀ ଆଦର୍ଶ ମିଶ୍ର, ନିରଞ୍ଜନ ସାହୁ, ଲଷ୍ମିପ୍ରୀୟା ସାହୁ,ବିକାଶ ମିଶ୍ର, ନିଗମାନନ୍ଦ ପୃଷ୍ଟି,ସୂର୍ଯ୍ୟକାନ୍ତ ପଣ୍ଡା,ରାକେଶ ମେକାପ,ଅମରନାଥ ପୂଜାପଣ୍ଡା,କୃଷ୍ଣ ସାହୁ,ସୁଦୀପ ଦାଶ,ବାପି ରାଓ,ବିଭୁ ମିଶ୍ର,ରୁଦ୍ର ଦାସ ମହାପାତ୍ର,ଦୀପକ ଦାସ ମହାପାତ୍ର,ଦେବାଶିଷ ପ୍ରତିହାରୀ,ବିଷ୍ନୁ ମହାପାତ୍ର,ମୁକେଶ ଚୌଧୁରୀ,କାହ୍ନୁ ପତି,ଗୁଡୁ ସମସ୍ତଙ୍କ ମିଳିତ ଉଦ୍ୟମରେ କାର୍ଯ୍ୟକ୍ରମ ସମ୍ପାଦନ ହେଲା | ପ୍ରତେକ ଶନିବାର ଦିନ ଏହି ଭଳି ରନ୍ଧାଖାଦ୍ୟ ବଣ୍ଟନ ଓ covid ଯୋଦ୍ଧା ପୁଲିସ ବାବୁ ମାନଙ୍କୁ ପାନୀୟଜଳ ଓ ଥଣ୍ଡା ବଣ୍ଟନ କାର୍ଯ୍ୟକ୍ରମ କରାଯିବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ଦେଇଛନ୍ତି|ଏହିଭଳି କାର୍ଯ୍ୟ ଆଗକୁ ମଧ୍ୟ ଜାରିରହିବ।