
ଭୁବନେଶ୍ୱର, ବର୍ଷିଆନ ଅଭିନେତା ତଥା ନାଟ୍ୟକାର ଅଟଳ ବିହାରୀ ପଣ୍ଡାଙ୍କ ଦେହାନ୍ତରେ ରାଜ୍ୟପାଳ ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।ତାଙ୍କ ବିୟୋଗ ଓଡ଼ିଆ ସିନେଜଗତରେ ଶୂନ୍ୟସ୍ଥାନ ସୃଷ୍ଟି କରିବା ସହ ତାଙ୍କ ଅଭିନୀତ ‘ଶଲାବୁଢା’ ଓ ‘ଆଦିମ ବିଚାର’ ପରି ସିନେମା ସିନେପ୍ରେମୀଙ୍କ ମନରେ ଅତୁଟ ଛାପ ଛାଡିଛି ବୋଲି ସେ କହିଛନ୍ତି ।