ଓଡିଶା କୋବିଡ ଗାଇଡଲାଇନ ନିୟମ ଉଲ୍ଲଂଘନ ମାମଲାରେ ୩୧ ଗିରଫ, ୨୩୧ ବାହନ ଜବତ desk June 5, 2021 ଭୁବନେଶ୍ୱର, ରାଜ୍ୟରେ କୋବିଡ ଗାଇଡଲାଇନ ନିୟମ ଉଲ୍ଲଂଘନ ଅଭିଯୋଗରେ ଓଡିଶା ପୋଲିସ ଗତ ୨୪ ଘଂଟାରେ ୩୧ ଜଣଙ୍କୁ ଗିରଫ ଜବତ କରା ଯାଇଛି । ୨୩୧ ବାହନକୁ ଜବତ କରା ଯାଇଛି । ଏହି ସମୟ ମଧ୍ୟରେ ୨୪,୦୯,୯୦୦ ଟଙ୍କା ଜୋରିମାନା ଆଦାୟ କରା ଯାଇଥିବା ରାଜ୍ୟ ପୋଲିସ ଦ୍ୱାରା ଟ୍ୱିଟ କରି ସୂଚନା ଦିଆ ଯାଇଛି । Tags: Odisha Police Continue Reading Previous: ଗଞ୍ଜାମ ଜିଲ୍ଲାରେ ୬୯ କରୋନା ପଜିଟିଭ୍ ଚିହ୍ନଟNext: ବରିଷ୍ଠ ଅଭିନେତା ଅଟଳ ବିହାରୀ ପଣ୍ଡା ଆଉ ନାହାନ୍ତି Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ନବୀନ କୁହନ୍ତୁ ବେଇମାନ କିଏ ? – ଅନିଲ ବିଶ୍ୱାଳ ଓଡିଶା ନବୀନ କୁହନ୍ତୁ ବେଇମାନ କିଏ ? – ଅନିଲ ବିଶ୍ୱାଳ November 4, 2025 ଭରତପୁର ଗୁଳିକାଣ୍ଡ ଘଟଣା ; ପତିଆରା ଜାହିର ପାଇଁ ନିଜ ଘରେ ବୋମାମାଡ କରିଥିଲେ ଘର ମାଲିକାଣି ଓଡିଶା ଭରତପୁର ଗୁଳିକାଣ୍ଡ ଘଟଣା ; ପତିଆରା ଜାହିର ପାଇଁ ନିଜ ଘରେ ବୋମାମାଡ କରିଥିଲେ ଘର ମାଲିକାଣି November 4, 2025 ମାଦକ ଦ୍ରବ୍ୟକୁ ନା କହିବା କେବଳ ଏକ ସ୍ଲୋଗାନ ନୁହେଁ, ବରଂ ଏହା ଦେଶପ୍ରେମ: ରାଜ୍ୟପାଳ 1 min read ଓଡିଶା ମାଦକ ଦ୍ରବ୍ୟକୁ ନା କହିବା କେବଳ ଏକ ସ୍ଲୋଗାନ ନୁହେଁ, ବରଂ ଏହା ଦେଶପ୍ରେମ: ରାଜ୍ୟପାଳ November 4, 2025