
ମାଲକାନଗିରି , ମାଲକାନଗିରି ଜିଲାରେ ଆଜି ପୁଣି 104ଜଣ ସଂକ୍ରମିତ ଚି଼ହ୍ନଟ ହୋଇଛନ୍ତି!ଏଥିସହ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 8640 ରେ ପହଞ୍ଚିଛି!ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 7646 ଜଣ ଆରୋଗ୍ୟ ଲାଭ କଲେଣି!ଜିଲ୍ଲାରେ ଏବେ ସକ୍ରିୟ ମାମଲା ୯ ୬ ୨ ଥିବାବେଳେ ମୃତ୍ୟ ସଂଖ୍ୟା ୩ ୨ କୁ ଵୃଦ୍ଧି ପାଇଛି !ଆଜି ଚି଼ହ୍ନଟ ସଂକ୍ରମିତ ମାନଙ୍କ ଭିତରୁ ଗୁରୁତର ଙ୍କୁ କୋଭିଡ ମେଡିକାଲକୁ ନିଆଯାଇଛି!ସାମାନ୍ୟ ଆକ୍ରାନ୍ତ ମାନେ ଗୃହ ସଂଗରୋଧରେ ରହି ଚିକିତ୍ସା ହେଉଛନ୍ତି!ମାଲକାନଗିରି ପୌରାଞ୍ଚଳ ର ହାଇଟେକ କଲୋନୀ, , ଦୁର୍ଗାଗୁଡ଼ି ସାହି, ଏମଭି 42, ମହେଶ୍ୱରୀ କଲୋନୀ, ଏମଭି ୩, ବସ ଷ୍ଟାଣ୍ଡ ନିକଟ, ବୁଟିଗୁଡା, ରିକଲ୍ଲାମେଶନ କଲୋନୀ, ସତ୍ୟମଗୁଡା, ନୂଆଗୁଡା, ଝାଟିମାଟି, ପାତ୍ରଗୁଡା, ଟେକବାଡ଼ି, ଏସ ଡ଼ି ଓ ଅଫିସ ଲାଇନ, ୟୁ ଏଲ ବି ମାଲକାନଗିରି ଓ ତଳସାହି ରୁ ୧ ୯ ଜଣ ସଂକ୍ରମିତ ଚି଼ହ୍ନଟ ହୋଇଛନ୍ତି!ସେହିପରି ମାଲକାନଗିରି ବ୍ଲକର ପଦ୍ମଗିର, ସିନ୍ଦ୍ରିମାଳ, ତମସା, ବୀର ଲକ୍ଷ୍ମଣପୁର, ଚାଲାଣ ଗୁଡା, ସେରପାଲି, ତଣ୍ଡାପାଲି, ଓ ଉଡୁପା ପଞ୍ଚାୟତରୁ ୨ ୧ ଜଣ !କୋରୁକୋଣ୍ଡା ବ୍ଲକର, ତୁମଶାପାଲି,ଚିତାପାରୀ, ଚି଼ମଟାପାଲି, କୋରୁକୋଣ୍ଡା, ମାରିବାଡା, ସୋମନାଥପୁର, କାମବେଡା, ପୋଟରେଲ ଓ ତାରଲା କୋଟା ପଞ୍ଚାୟତରୁ ୧ ୧ ଜଣ!ମାଥିଲି ବ୍ଲକର ମାଥିଲି, ଭେଜାଗୁଡା, ଅମ୍ବାଗୁଡା, ପାଙ୍ଗାମ, ଚାଉଳମେଣ୍ଡି, ଦଳପତିଗୁଡା, ମାଥିଲି, ନାୟକଗୁଡା ଓ ଉଦୁଲିବେଡା ପଞ୍ଚାୟତରୁ 14 ଜଣ! ! ଖ ଇରପୁଟ ବ୍ଲକରକୁଡୁମୁଲୁଗୁମା, କଦମଗୁଡା ଓ ପରକନମାଳା ପ ଞ୍ଚାୟତରୁ 4ଜଣ!କାଲିମେଳା ବ୍ଲକର ,ଚିତ୍ରାଙ୍ଗପାଲି, କାଲିମେଳା, ଗୁମୁକା, କୋଇମେଟଲା, ବଡି ଗାଟା, ମହାରାଜପାଲି, ନାଲଗୁଣ୍ଠି, ପୁସୁଗୁଡା, କାଙ୍ଗୁରୁକୋଣ୍ଡା ଓ ତେଲେରାଇ ପଞ୍ଚାୟତରୁ ୨ ୧ ଜଣ !ପଡିଆ ବ୍ଲକର ପଡିଆ, ବାପନପାଲି, ଶିମିଳିବାଞ୍ଛା, ଉଣ୍ଡରୁକୋଣ୍ଡା ଓ କାଲଦା ପାଲି ପଞ୍ଚ ୟତ ରୁ ୧ 0ଜଣ!ଚିତ୍ରକୋଣ୍ଡା ବ୍ଲକ ଗୁଣ୍ଠାବେଡା ପଞ୍ଚାୟତରୁ ୩ ଜଣ ଏବଂ ବାଲିମେଳା ବିଜ୍ଞାପିତ ଅଞ୍ଚଳର ୱାର୍ଡ ନମ୍ବର ୫ ରୁ ଜଣେ ଚି ହ୍ନଟ ହୋଇଛନ୍ତି! ଚି ହ୍ନଟ ମାନେ କ୍ଲିନିକା ଲ ରେଫର ପରେ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଥିଲା!