
ଆନ୍ଧ୍ର ପ୍ରଦେଶରେ    ଗତ ୨୪ ଘଂଟାରେ  କରୋନାର ୧୨,୭୬୮ ନୂଆ ମାମଲା  
ହାଇଦ୍ରାବାଦ ,  ଆନ୍ଧ୍ର ପ୍ରଦେଶରେ  ଗତ ୨୪ ଘଂଟାରେ ୧୨,୭୬୮ ନୂଆ କରୋନାର ମାମଲା ସାମନାକୁ ଆସିଛି । ରାଜ୍ୟ  ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ  କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି  ୧,୪୩,୭୯୫ ହୋଇଛି ।
ଦିଲ୍ଲୀରେ ଗତ ୨୪ ଘଂଟାରେ ୫୭୬   କରୋନାର ନୂଆ ମାମଲା   
ଦିଲ୍ଲୀ,  ୦ ଦିଲ୍ଲୀରେ ଗତ ୨୪ ଘଂଟାରେ ୫୭୬   ନୂଆ କରୋନାର ମାମଲା ସାମନାକୁ ଆସିଛି ।  ଏହି ସମୟ ମଧ୍ୟରେ ୮୬  ଜଣଙ୍କର ମୃତ୍ୟୁ  ଘଟିଛି ।  ଦିଲ୍ଲୀ  ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୯,୩୬୪ ହୋଇ ଯାଇଛି ।
