Related Stories
November 22, 2024
ମାଲକାନଗିରି , ମାଲକାନଗିରି ଜିଲାରେ ଆଜି ପୁଣି ୮ ୫ ଜଣ ସଂକ୍ରମିତ ଚି଼ହ୍ନଟ ହୋଇଛନ୍ତି!ଏଥିସହ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ୫ ୩ ୬ ରେ ପହଞ୍ଚିଛି!ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୭ ୫ ୫ 0ଜଣ ଆରୋଗ୍ୟ ଲାଭ କଲେଣି!ଜିଲ୍ଲାରେ ଏବେ ସକ୍ରିୟ ମାମଲା 954 ଥିବାବେଳେ ମୃତ୍ୟ ସଂଖ୍ୟା ୩ ୨ କୁ ଵୃଦ୍ଧି ପାଇଛି !ଆଜି ଚି଼ହ୍ନଟ ସଂକ୍ରମିତ ମାନଙ୍କ ଭିତରୁ ଗୁରୁତର ଙ୍କୁ କୋଭିଡ ମେଡିକାଲକୁ ନିଆଯାଇଛି!ସାମାନ୍ୟ ଆକ୍ରାନ୍ତ ମାନେ ଗୃହ ସଂଗରୋଧରେ ରହି ଚିକିତ୍ସା ହେଉଛନ୍ତି!ମାଲକାନଗିରି ପୌରାଞ୍ଚଳ ର ହାଇଟେକ କଲୋନୀ, , ଦୁର୍ଗାଗୁଡ଼ି ସାହି, କୁମୁଟିଗୁଡା,, ପୁରୁଣା ମେଡିକାଲ କଲୋନୀ, , ଏମଭି 42, ଗାନ୍ଧୀଗୁଡା, ବ୍ଲକ କଲୋନୀ, ଜେଲ ସାହି, ମହେଶ୍ୱରୀ କଲୋନୀ ଓ ତଳସାହି ରୁ ୧ ୧ ଜଣ ସଂକ୍ରମିତ ଚି଼ହ୍ନଟ ହୋଇଛନ୍ତି!ସେହିପରି ମାଲକାନଗିରି ବ୍ଲକର ପଦ୍ମଗିର, ଗଙ୍ଗଲା, ପାଣ୍ଡ୍ରିପାଣି, ସିନ୍ଦ୍ରିମାଳ, ତମସା, ଶିଖପାଲି ଓ ପେଡା କୋଣ୍ଡା ପଞ୍ଚାୟତରୁ୧ ୬ ଜଣ !କୋରୁକୋଣ୍ଡା ବ୍ଲକର, ତୁମଶାପାଲି, ଓ ତାରଲା କୋଟା ପଞ୍ଚାୟତରୁ ୩ ଜଣ!ମାଥିଲି ବ୍ଲକର ମାଥିଲି, ଭେଜାଗୁଡା ପଞ୍ଚାୟତରୁ ୨ ଜଣ! ! ଖ ଇରପୁଟ ବ୍ଲକର,ରାସବେଡା ,ଗୋବିନ୍ଦପାଲି ଓ ପରକନମାଳା ପ ଞ୍ଚାୟତରୁ ୫ ଜଣ!କାଲିମେଳା ବ୍ଲକର ,ଚିତ୍ରାଙ୍ଗପାଲି, କାଲିମେଳା, ଗୁମୁକା, ତାଣ୍ଡବାଇ, କୋଇମେଟଲା, ବଦଲି, ଗମ୍ପକୋଣ୍ଡା ଓ ଟିଗଲ ପଞ୍ଚାୟତରୁ ୧ ୯ ଜଣ !ପଡିଆ ବ୍ଲକର ପଡିଆ, ବାପନପାଲି, ନିଲିଗୁଡାଓ କାଲଦା ପାଲି ପଞ୍ଚ ୟତ ରୁ୨ ୯ ଜଣ ଚି ହ୍ନଟ ହୋଇଛନ୍ତି! ଏମାନଙ୍କ ମଧ୍ୟରେ ଜଣେ କରୋନା ଯୋଦ୍ଧା ଅଛନ୍ତି! ଚି ହ୍ନଟ ମାନେ କ୍ଲିନିକା ଲ ରେଫର ପରେ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଥିଲା!