ବ୍ରହ୍ମପୁର : ସ୍ଵେଚ୍ଛାସେବୀ ଅନୁଷ୍ଠାନ ସଂସ୍କାରବାଦୀ ପକ୍ଷରୁ ବିଜିପୁର ସନ୍ତେଷୀ ମା’ ମନ୍ଦିର କଲ୍ୟାଣ ମଣ୍ଡପ ପରିସରରେ ଜ୍ୟୋତିର୍ବିଦ ପଣ୍ଡିତ ଢରିନାଥ ମିଶ୍ରଙ୍କ ୭୪ତମ
ଜୟନ୍ତୀ ପାଳିତ ହୋଇଯାଇଛି। ସଭାପତି ଢିନାଥ ମହାରଣାଙ୍କ ଅଧ୍ଯକ୍ଷତାରେ ଅନୁଶ୍ଚିତ ଏହି କାର୍ଯ୍ୟକ୍ରମରେ ଅତିଥିମାନେ ଶ୍ରୀ ମିଶ୍ରଙ୍କ ଫଟୋ ଚିତ୍ତରେ ପୁଷ୍ପମାଲ୍ୟ ଅର୍ପଣ କରିଥିବାବେଳେ ପଣ୍ତିତ ଶିଶିର କୁମାର ଶତପଥି ଓ ପଣ୍ଡିତ ଅଶୋକ କୁମାର ଦାଶ ବେଦପାଠ କରିଥିଲେ। ମାନପତ୍ର ଡକ୍ଟର ଶାନ୍ତିଲତା ସାହୁ ପାଠ କରିଥିବା ବେଳେ ସଦସ୍ୟା ସରିତା ପଣ୍ଡା
ସଂଗଠନର ସମାଜସେବା, ଶିକ୍ଷା ବଞ୍ଚାଅ ଅଭିଯାନ ଆଦି ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥୁଲେ। ମୁଖ୍ୟ ଅତିଥି ଭାବେ ପ୍ରମେୟର ଉପ ମହାପ୍ରବନ୍ଧକ ଅମ୍ବିକା ପ୍ରସାଦ ଦାଶ, ନିତିଦିନର ବ୍ୟୁରୋ ଚିଫ୍ ଜଗନମୋହନ ମହାପାତ୍ର, ନବୀନର ସମ୍ପାଦକ ରବି ରଥ, ପ୍ରଭାତ ମିଶ୍ର ପ୍ରମୁଖ ସମ୍ମାନୀତ ଅତିଥ୍ ଭାବେ ଯୋଗ ଦେଇଥୁଲେ। ଜ୍ୟୋତିର୍ବିଦ ତ୍ରିନାଥ ମିଶ୍ର ଶର୍ମା ଓ ଜ୍ୟୋତିଷ ବିଶାରଦ ପଣ୍ଡିତ ବାଇକୋଳି ମହାପାତଡର ଯେଉଁ ଗଣନା କରି ଘଟଣା ଓ ବ୍ୟକ୍ତିର ଅସୁବିଧାର ସମାଧାନ ଗଣନା ଦ୍ଵାରା କହୁଥିଲେ ତାହା ଜ୍ୟୋତିଷ
ଶାସ୍ତର ମହତକୁ ପ୍ରମାଣିତ କରି ହେଉଛି। ଜ୍ୟୋତିଷ ଶାସ୍ସର ଆବଶ୍ୟକତା ଆଜି ସମାଜରେ ବୃଦ୍ଧି ପାଇଛି ବୋଲି ଅତିଥ୍ଵମାନେ କହିଥୁଲେ। ଏହି ଅବସରରେ ତ୍ରୀନାଥ ମହାରଣାଙ୍କ
ଦ୍ଵାରା ଲିଖିତ ପଣ୍ଡିତ ଶର୍ମାଙ୍କ ସଂକ୍ଷିପ୍ତ ଜୀବନୀ ପୁସ୍ତିକା, ସ୍ଵର୍ଗତ ସଦାନନ୍ଦ ସୁବୁଦ୍ଧିଙ୍କ ଦ୍ଵାରା ଲିଖିତ ଶ୍ରୀରାମ କଥାମୃତ ପୁସ୍ତିକା ଉନ୍ମୋଚନ କରାଯାଇଥୁଲା । ପରେ ଜ୍ୟୋତିଷ
ଗବେଷକ ପଣ୍ଡିତ ଶିଶିର କୁମାର ଶତପଥୀଙ୍କୁ ସମ୍ବର୍ଵିତ କରାଯାଇଥୁଲା । ଏହି ଅବସରରେ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ପଣ୍ଡିତ ଶ୍ରୀ ଶତପଥୀଙ୍କୁ ଫୁଲତୋଡା ଓ ଉପଢୌକନ
ଦେଇ ମଞ୍ଚର ଉପ ସଭାପତି ପ୍ରମୋଦ କୁମାର ସାହୁ, ରମେଶ ଚନ୍ଦ୍ର ସାହୁ, କିଶୋର ଚନ୍ଦ୍ର ବ୍ରହ୍ମା ପ୍ରମୁଖ ସମ୍ବର୍ଦିତ କରିଥ୍ଲେ। ଆଇନଜୀବୀ ପ୍ରଭାତ କୁମାର ସହୁ, ଅଶୋକ କୁମାର
ପାତ୍ର, ରବି ନାରାୟଣ ସାବତ, ବିଦ୍ୟାଧର ମହାରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥୁଲେ । ସଂଗଠନ ଚଳାଇବାକୁ ହେଲେ ପ୍ରତ୍ୟେକ ସଦସ୍ୟଙ୍କ ଆନ୍ତରିକତା ଓ ନିଷ୍ଠା ରହିବା ସହ ଆଡ଼ ପ୍ରଚାର ଠାରୁ ଦୂରେଇ ରହିବା ଆବଶ୍ୟକ ବୋଲି ସଂସ୍କାରବାଦୀର ପ୍ରତିଷ୍ଠତା ଶ୍ରୀ ମହାରଣା କହିଥିଲେ । ବ୍ରିଟ୍ କଲୋନୀ ଆଦର୍ଶ ଶିଶୁ ବିଦ୍ୟା ମନ୍ଦିରର ଜ୍ୟୋତିର୍ବିଦ ତ୍ରିନାଥ ମିଶ୍ର ପାଠଗାରରକୁ ଶ୍ରୀ ମହାରଣା ବହୁ ଉପାଦେୟ ପୁସ୍ତକ ପ୍ରଦାନ କରିଥିଲେ । ଶେଷରେ ସଦସ୍ୟ ବିଘ୍ନେଶ୍ଵର ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ। ରିପୋର୍ଟ ପ୍ରଫୁଲ ସାବତ
Related Stories
November 24, 2024
November 23, 2024