
ମାଲକାନଗିରି, ମାଲକାନଗିରି ସଦର ମହକୁମାବସ ଷ୍ଟାଣ୍ଡ ନିକଟରେ କେ, ମୁରଲୀ ନାମକ ବ୍ୟକ୍ତିନିଜ ଘରେବେଆଇନ ଭାବେ ବହୁ ପରିମାଣରେ ବିଦେଶୀ ମଦ ଗଛିତ ରଖି ଲକ ଡାଉନ ର ଫାଇଦା ନେଇ ଚଢ଼ା ଦରରେ ବିକ୍ରୀ କରୁଥିବା ସୂଚନା ପାଇଁ ଆଜି ମାଲକାନଗିରି ପୋଲିସ ଚଢ଼ାଉ କରିଥିଲା!ଆଇଆଇସି ରାମ ପ୍ରସାଦ ନାଗ ଙ୍କ ନେତୃତ୍ୱରେ ପୋଲିସ ଟିମ ଚଢ଼ାଉ କରି ସେଠାରୁ ବିଭିନ୍ନ କମ୍ପାନୀ ର ମଦ ବୋତଲ ଜବତ କରିବା ସହ ମୁରଲୀ କୁ ଗିରଫ କରିଥିଲେ!ଜବତ ହୋଇଥିବା ସମସ୍ତ ମଦ ୭ ୫ ଲିଟର ହୋଇଥିବା ଆଇଆଇସି ଶ୍ରୀ ନାଗ ସୂଚନା ଦେଇଛନ୍ତି!ମାଲକାନଗିରି ଥାନା କେସ ସଂଖ୍ୟା -୧ ୯ 0/୨ ୧ ଅଣ୍ଡର ସେକ୍ସନ ୫ ୨ ଓଡିଶା ଅବକାରୀ ଆକ୍ଟ ରେ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି!