ମାଲକାନଗିରି , ମାଲକାନଗିରି ଜିଲାରେ ଆଜି ପୁଣି ୯ ୬ ଜଣ ସଂକ୍ରମିତ ଚି଼ହ୍ନଟ ହୋଇଛନ୍ତି!ଏଥିସହ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ୩ ୨ ୩ ରେ ପହଞ୍ଚିଛି!ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 7349 ଜଣ ଆରୋଗ୍ୟ ଲାଭ କଲେଣି!ଜିଲ୍ଲାରେ ଏବେ ସକ୍ରିୟ ମାମଲା 943 ଥିବାବେଳେ ମୃତ୍ୟ ସଂଖ୍ୟା ୩ ୧ କୁ ଵୃଦ୍ଧି ପାଇଛି !ଆଜି ଚି଼ହ୍ନଟ ସଂକ୍ରମିତ ମାନଙ୍କ ଭିତରୁ ଗୁରୁତର ଙ୍କୁ କୋଭିଡ ମେଡିକାଲକୁ ନିଆଯାଇଛି!ସାମାନ୍ୟ ଆକ୍ରାନ୍ତ ମାନେ ଗୃହ ସଂଗରୋଧରେ ରହି ଚିକିତ୍ସା ହେଉଛନ୍ତି!ମାଲକାନଗିରି ପୌରାଞ୍ଚଳ ର ହାଇଟେକ କଲୋନୀ, ଡ଼ି ଏନ କେ ମେନ ରୋଡ, ଝାଟିମାଟି କଲୋନୀ, ତଳସାହି, ଦୁର୍ଗାଗୁଡ଼ି ସାହି, ଏ ଜ୍ୟୁକେସନ କଲୋନୀ, ଟେକବାଡ଼ି , ନୂଆଗୁଡା, ଚିଦାନନ୍ଦ ସାହି, ବିଜୟିଦୁର୍ଗା ହୋଟେଲ, କୁମୁଟିଗୁଡା, ଡ଼ି ଏନ କେ ପୋଷ୍ଟ ଅଫିସ ସାହି, କେନାଲ କଲୋନୀ, ମାଲକାନଗିରି କଲେଜ ଛକ, ଧୋବାସାହି, ଆର ଏମ ସି ଗେଟ ନିକଟରୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରୁ, ଓ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ପରିସରରୁ ୩ 0 ଜଣ ସଂକ୍ରମିତ ଚି଼ହ୍ନଟ ହୋଇଛନ୍ତି!ସେହିପରି ମାଲକାନଗିରି ବ୍ଲକର ପଦ୍ମଗିର, ସେରପାଲି, ଉଡୁପା, ପେଡାକୋଣ୍ଡା ଓ ପେଦାବାଡା ପଞ୍ଚାୟତରୁ ୫ ଜଣ !କୋରୁକୋଣ୍ଡା ବ୍ଲକର କୋରୁକୋଣ୍ଡା, ପୋଟରେଲ, ଚିତାପାରୀ -୩, କାମବେଡା, ଓ ତାରଲା କୋଟା ପଞ୍ଚାୟତରୁ ୬ ଜଣ!ମାଥିଲି ବ୍ଲକର ମାଥିଲି, ଭେଜାଗୁଡା, ଅମ୍ବାଗୁଡା, , ଓ ନାୟକଗୁଡା ପଞ୍ଚାୟତରୁ 14 ଜଣ! ! ଖ ଇରପୁଟବ୍ଲକର,ପରକନମାଳା,ଗୋବିନ୍ଦପାଲି,ଖଇରପୁଟ, କଦମଗୁଡା ଓ କୁଡୁମୁଲୁଗୁମା ପ ଞ୍ଚାୟତରୁ ୯ ଜଣ!କାଲିମେଳା ବ୍ଲକର ,ବଦଲି, ଚିତ୍ରାଙ୍ଗପାଲି, କାଲିମେଳା, ଲୁଗେଲ, ନାଲଗୁଣ୍ଠି, ଗୁମୁକା, ଗମ୍ପାକୋଣ୍ଡା ଓ ମାନ୍ୟମକୋଣ୍ଡା ପଞ୍ଚାୟତରୁ 14 ଜଣ !ପଡିଆ ବ୍ଲକର ପଡିଆ, କାଲଦା ପାଲି, ବାପନପାଲି, ଉଣ୍ଡରୁକୋଣ୍ଡା ଓ ଶିମିଳିବାଞ୍ଛା ପଞ୍ଚାୟତ ରୁ ୧ ୨ ଜଣ ! ଚିତ୍ରକୋଣ୍ଡା ବ୍ଲକର ବଡ଼ପଡା, ପାପର ମେଟଲା ଓ ଚିତ୍ରକୋଣ୍ଡା ପଞ୍ଚାୟତରୁ ୫ ଜଣ ଏବଂ ବାଲିମେଳା ବି ଜ୍ଞାପିତ ଅଞ୍ଚଳର ୱାର୍ଡ ନମ୍ବର ୮ ରୁ ଜଣେ ଚି ହ୍ନଟ ହୋଇଛନ୍ତି! ଏମାନଙ୍କ ଭିତରେ୩ ଜଣ କରୋନା ଯୋ ଦ୍ଧା ଅଛନ୍ତି! ଚି଼ହ୍ନଟ ମାନେ କ୍ଲିନିକା ଲ ରେଫର ପରେ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଥିଲା!