Related Stories
November 22, 2024
ମାଲକାନଗିରି ,ମାଲକାନଗିରି ଜିଲାରେ ଆଜି ପୁଣି ୧0 ୩ ଜଣ ସଂକ୍ରମିତ ଚି଼ହ୍ନଟ ହୋଇଛନ୍ତି!ଏଥିସହ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ୨ ୨ ୭ ରେ ପହଞ୍ଚିଛି!ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 7247 ଜଣ ଆରୋଗ୍ୟ ଲାଭ କଲେଣି!ଜିଲ୍ଲାରେ ଏବେ ସକ୍ରିୟ ମାମଲା 949 ଥିବାବେଳେ ମୃତ୍ୟ ସଂଖ୍ୟା ୩ ୧ କୁ ଵୃଦ୍ଧି ପାଇଛି !ଆଜି ଚି଼ହ୍ନଟ ସଂକ୍ରମିତ ମାନଙ୍କ ଭିତରୁ ଗୁରୁତର ଙ୍କୁ କୋଭିଡ ମେଡିକାଲକୁ ନିଆଯାଇଛି!ସାମାନ୍ୟ ଆକ୍ରାନ୍ତ ମାନେ ଗୃହ ସଂଗରୋଧରେ ରହି ଚିକିତ୍ସା ହେଉଛନ୍ତି!ମାଲକାନଗିରି ପୌରାଞ୍ଚଳ ର ହାଇଟେକ କଲୋନୀ, ଡ଼ି ଏନ କେ ମେନ ରୋଡ, ଝାଟିମାଟି କଲୋନୀ, ତଳସାହି, ଦୁର୍ଗାଗୁଡ଼ି ସାହି, ଏ ଜ୍ୟୁକେସନ କଲୋନୀ, ୧ ୧ ୯ କଲୋନୀ,ଏମଭି 42,ବ୍ଲକ କଲୋନୀ, ମାହେଶ୍ୱରୀ କଲୋନୀ, ବୁଟିଗୁଡା, ଟେକବାଡ଼ି, ପୋଲିସ ଷ୍ଟେସନ ରୁ, ପୁରୁଣା ମେଡିକାଲ ଛକ, ନୂଆଗୁଡା, ଏମଭି ୨, ନୂଆଗୁଡା, ଭେଟେନାରୀ କଲୋନୀ ନିକଟରୁ ଓ ବିଏସ ଏଫ କ୍ୟାମ୍ପ ପରିସରରୁ ୨ ୫ ଜଣ ସଂକ୍ରମିତ ଚି଼ହ୍ନଟ ହୋଇଛନ୍ତି!ସେହିପରି ମାଲକାନଗିରି ବ୍ଲକର ପଦ୍ମଗିରି, ତମସା,ଚାଲାଣ ଗୁଡା,ଶିଖପାଲି, ଝରାପାଲି ଓ ତଣ୍ଡାପାଲି ପଞ୍ଚାୟତରୁ ୧ ୧ ଜଣ !କୋରୁକୋଣ୍ଡା ବ୍ଲକର କୋରୁକୋଣ୍ଡା, ମାରିବାଡା, ନୀଳାକାମ୍ବେରୁ, ଓ ତାରଳାକୋଟା ପଞ୍ଚାୟତରୁ ୫ ଜଣ!ମାଥିଲି ବ୍ଲକର ମାଥିଲି, ଧୁଙ୍ଗିଆ ପୁଟ, ମାଥିଲି , ଭେଜାଗୁଡା, ଅମ୍ବାଗୁଡା, ଦଳପତିଗୁଡା, ଓ ଚେଡେଙ୍ଗା ପଞ୍ଚାୟତରୁ ୧ ୫ ଜଣ!ଖଇରପୁଟ ବ୍ଲକର, ପରକନମାଳା, ଗୋବିନ୍ଦପାଲି ଖଇରପୁଟ, ଅଣ୍ଡରା ହାଲ, ମୁଦୁଲିପଡ଼ା, ପୋଡାଘାଟ ଓ ରାସବେଡା ପ ଞ୍ଚାୟତରୁ ୧ ୧ ଜଣ!କାଲିମେଳା ବ୍ଲକର ,କାଲିମେଳା , ବଡିଗଟା, ବଦଲି,ଭୁବନପାଲି, ମାନ୍ଦାପାଲି ଓ ଲୁଗେଲ ପଞ୍ଚାୟତରୁ ୧ ୧ ଜଣ !ପଡିଆ ବ୍ଲକର ପଡିଆ, ମାଟେରୁ , କାଲଦା ପାଲି ଓ ଶିମିଳିବାଞ୍ଛା ପଞ୍ଚାୟତ ରୁ ୧ ୮ ଜଣ ! ଚିତ୍ରକୋଣ୍ଡା ବ୍ଲକ ସଦର ପଞ୍ଚାୟତରୁ ୨ ଜଣ ଏବଂ ବାଲିମେଳା ବିଜ୍ଞାପିତ ଅଞ୍ଚଳର ୱାର୍ଡ ନମ୍ବର ୯ ଓ ୱାର୍ଡ ନମ୍ବର ୩ ରୁ ୫ ଜଣ ଚିହ୍ନଟ ହୋଇଛନ୍ତି! ଏମାନଙ୍କ ଭିତରେ ଜଣେ କରୋନା ଯୋଦ୍ଧା ଅଛନ୍ତି! ଚି଼ହ୍ନଟ ମାନେ କ୍ଲିନିକା ଲ ରେଫର ପରେ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଥିଲା!