
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଆଜି ୨ଟା ସମୟରେ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସ ବର୍ମା କୃଷ୍ଣପ୍ରସାଦ ବ୍ଲକ ଗୋମଣ୍ଡିଆ ପଞ୍ଚାୟତ ବାଲି ଜଗନ୍ନାଥପୁର ଗ୍ରାମକୁ ଗ୍ରସ୍ଥ କରି ବିଶିଷ୍ଠ ବାମପନ୍ଥୀ ନେତା ସ୍ବର୍ଗତ ଜଗନ୍ନାଥ ପତିଙ୍କର ଏକାଦଶ କାର୍ଯ୍ୟରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ହେମନ୍ତ କୁମାର ଜେନା,ବିଜୟ ତରେଇ,ବିଦ୍ୟାଧର ସ୍ୱାଇଁ,କୈଳାଶଚନ୍ଦ୍ର ପରିଡ଼ା,ଭଗବାନ ନାୟକ,ଫାଲ୍ଗୁନି ଜାଲୀ ପ୍ରମୁଖ ।