Related Stories
November 25, 2024
ମାଲକାନଗିରି ,ମାଲକାନଗିରି ଜିଲାରେ ଆଜି ପୁଣି ୧୨ ୩ ଜଣ ସଂକ୍ରମିତ ଚି଼ହ୍ନଟ ହୋଇଛନ୍ତି!ଏଥିସହ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 8124ରେ ପହଞ୍ଚିଛି!ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୭ ୧ ୩ ୯ ଜଣ ଆରୋଗ୍ୟ ଲାଭ କଲେଣି!ଜିଲ୍ଲାରେ ଏବେ ସକ୍ରିୟ ମାମଲା ୯ ୫ ୫ ଥିବାବେଳେ ମୃତ୍ୟ ସଂଖ୍ୟା ୩ 0କୁ ଵୃଦ୍ଧି ପାଇଛି !ଆଜି ଚି଼ହ୍ନଟ ସଂକ୍ରମିତ ମାନଙ୍କ ଭିତରୁ ଗୁରୁତର ଙ୍କୁ କୋଭିଡ ମେଡିକାଲକୁ ନିଆଯାଇଛି!ସାମାନ୍ୟ ଆକ୍ରାନ୍ତ ମାନେ ଗୃହ ସଂଗରୋଧରେ ରହି ଚିକିତ୍ସା ହେଉଛନ୍ତି!ମାଲକାନଗିରି ପୌରାଞ୍ଚଳ ର ଚିଦାନଦ ସାହି, ହାଇଟେକ କଲୋନୀ, ଡ଼ି ଏନ କେ ମେନ ରୋଡ, ଝାଟିମାଟି କଲୋନୀ, କେନାଲ କଲୋନୀ, ତଳସାହି, ଦୁର୍ଗାଗୁଡ଼ି ସାହି, ଏ ଜ୍ୟୁକେସନ କଲୋନୀ, ୧ ୧ ୯ କଲୋନୀ, ପୌରପରିଷଦ କଲୋନୀ, ଲାଠିଆଗୁଡା, ଏମଭି 43,ବାଲିମେଳା ଛକ, ବ୍ଲକ କଲୋନୀ, ଓ ପୂଜାରୀଗୁଡା ରୁ ୧ ୭ ଜଣ ସଂକ୍ରମିତ ଚି଼ହ୍ନଟ ହୋଇଛନ୍ତି!ସେହିପରି ମାଲକାନଗିରି ବ୍ଲକର ପଦ୍ମଗିରି, ପେଡାକୋଣ୍ଡା , ସେରପାଲି, ପେଦାବାଡା, ତମସା, ଗୌଡ଼ଗୁଡା,ମାର୍କାପାଲି ପଞ୍ଚାୟତ ଓ ମାଲକାନଗିରି ବ୍ଲକ କାର୍ଯ୍ୟାଳୟ ରୁ 14ଜଣ!କୋରୁକୋଣ୍ଡା ବ୍ଲକର କାମବେଡା , କୋରୁକୋଣ୍ଡା, , ସୋମନାଥପୁର,ମାରିବେଡା ଓ ନାକା ମାମୁଡି ପଞ୍ଚାୟତରୁ ୮ ଜଣ!ମାଥିଲି ବ୍ଲକର ମାଥିଲି, ଧୁଙ୍ଗିଆ ପୁଟ, ମାଥିଲି , ଭେଜାଗୁଡା, ଅମ୍ବାଗୁଡା, ମେକା, ଚାଉଳମେନ୍ଦି ଦଳପତିଗୁଡା, ନାୟକଗୁଡା , ଓ ଉଦୁଲିବେଡା ପଞ୍ଚାୟତରୁ ୩ ୫ ଜଣ!ଖଇରପୁଟ ବ୍ଲକର, କୁଡୁମୁଲୁଗୁମା, କଦମଗୁଡା, ପରକନମାଳା, ଗୋବିନ୍ଦପାଲି ଓ ଖଇରପୁଟ ପ ଞ୍ଚାୟତରୁ ୧ 0 ଜଣ!କାଲିମେଳା ବ୍ଲକର ,କାଲିମେଳା , ବଡିଗଟା, ଚିତ୍ରାଙ୍ଗପାଲି, କୋଇମେଟଲା, ମାନ୍ଦାପାଲି, ମାନ୍ୟମକୋଣ୍ଡା, ତାଣ୍ଡବାଇ, ଗୁମୁକା ଓ ଲୁଗେଲ ପଞ୍ଚାୟତରୁ ୨ ୨ ଜଣ!ପଡିଆ ବ୍ଲକର ପଡିଆ, ଗିରକାନପାଲି, କାଲଦା ପାଲି ଓ ଶିମିଳିବାଞ୍ଛା ପଞ୍ଚାୟତ ରୁ ୧ ୩ ଜଣ ! ଚିତ୍ରକୋଣ୍ଡା ବ୍ଲକର ଦୋରାଗୁଡା ପଞ୍ଚାୟତରୁ ୨ ଜଣ ଏବଂ ବାଲିମେଳା ବିଜ୍ଞାପିତ ଅଞ୍ଚଳର ୱାର୍ଡ ନମ୍ବର ୯ ଓ ୱାର୍ଡ ନମ୍ବର ୧ ୧ ରୁ ୨ ଜଣ ଚିହ୍ନଟ ହୋଇଛନ୍ତି! ଏମାନଙ୍କ ଭିତରେ ୨ ଜଣ କରୋନା ଯୋଦ୍ଧା ଅଛନ୍ତି! ଚି଼ହ୍ନଟ ମାନେ କ୍ଲିନିକା ଲ ରେଫର ପରେ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଥିଲା!