ମାଲକାନଗିରି, କରୋନା ରେ ଆକ୍ରାନ୍ତ ହୋଇ ମାଲକାନଗିରି କୋଭିଡ ମେଡିକାଲ ରେ ଚିକିତ୍ସାଧିନ ଥିବା ଜଣେ 34 ବର୍ଷର ଜଣେ ଯୁବକର ଆଜି ମୃତ୍ୟୁ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି!ଏଥିସହ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩ ୧ କୁ ଵୃଦ୍ଧି ପାଇଛି!ଜନସାଧାରଣ ମାସ୍କ ପରିଧାନ କରିବାସହ ସାମାଜିକ ଦୂରତ୍ୱ କୁ ପାଳନ କରିବା ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି!
Related Stories
November 24, 2024
November 24, 2024